Latest Odisha News

BREAKING NEWS

କୋଲକାତା ଲଜ୍ଜା; ସୁପ୍ରିମକୋର୍ଟଙ୍କ କଡା ପ୍ରଶ୍ନ

ନୂଆଦିଲ୍ଲୀ: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ ଓ ଉଦବେଗ । ପଶ୍ଚିମବଙ୍ଗ ସରକାର ଓ ପୋଲିସକୁ ପଚାରିଛନ୍ତି ଅନେକ ପ୍ରଶ୍ନ । ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ନେଇ ଜନଆକ୍ରୋଶ ପରେ ଘଟଣାର ନିଜଆଡୁ ସଂଜ୍ଞାନ ନେଇ ଶୁଣାଣି ଆରମ୍ଭ କରିଛନ୍ତି…

ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ଵର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୁଣି ରାଜ୍ୟସଭାକୁ ଯିବେ ମମତା ମହାନ୍ତ । ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତଙ୍କୁ ମନୋନୀତ କରିଛି ବିଜେପି । ତେବେ ପୁର୍ବରୁ ମମତା ପୁଣି ରାଜ୍ୟସଭାକୁ ଯିବା ନେଇ ଯେଉଁ ଚର୍ଚ୍ଚା ଧରିଥିଲେ ସେଥିରେ ବିରାମ ଲଗାଇ ବିଜେପି…

ମାଙ୍କଡ଼ ଉପଦ୍ରବ ହ୍ରାସ କରିବାକୁ ରାଜ୍ୟରେ ଗଠନ ହେବ ମଙ୍କି ସ୍କ୍ୱାର୍ଡ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଙ୍କଡ ମାନଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଅନେକ ସମୟରେ ମାଙ୍କଡ ମାନଙ୍କ ଦ୍ବାରା ଅନେକ ଲୋକ ଆଘାତ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ରୋକିବା ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।…

ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫାକୁ ୨ଟି ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫା ୨ଟି ପୁରସ୍କାରରେ ସମ୍ମାନିତ। ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ (ଇମ୍ଫା)କୁ ୨୦୧୯-୨୦ ଏବଂ ୨୦୨୦-୨୧ ମର୍ଯ୍ୟାଦାଜନକ ଇଇପିସି ଇଣ୍ଡିଆ ଇଷ୍ଟର୍ଣ୍ଣ ରିଜିୟନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। କୋଲକାତାରେ ଆୟୋଜିତ…

ଆରବିଆଇ ପକ୍ଷରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପୁରୀ ଜିଲ୍ଲାରେ ଆଜି ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି । ଏହାକୁ ମଧୁକର ଆନନ୍ଦ, ଉପ ମହାପ୍ରବନ୍ଧକ, ଆରବିଆଇ; ନୀଳମାଧବ ଭୋଇ, ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ); ଗୌତମ…

ବଦଲାପୁର ଲଜ୍ଜା

ଥାନେ: କୋଲକାତା ହସପିଟାଲ ହରର୍ ସାରାଦେଶରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଏବେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ଯୈାନ ନିର୍ଯାତନା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଥାନେ ଜିଲ୍ଲା ବଦଲାପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଦୁଇ କିଣ୍ଡରଗାର୍ଟେନ ଛାତ୍ରୀଙ୍କୁ ସ୍କୁଲ୍…

ମୁଝକୋ ସଜା ଦି ଓଲା ନେ; ଶୋ’ରୁମ ଆଗରେ ଗୀତଗାଇ ପ୍ରତିବାଦ କଲେ 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଓଲା ଇଲେକ୍ଟ୍ରିକ୍ ଶୋ’ରୁମ ସମ୍ମୁଖରେ ସଲମାନ ଖାନଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ଲୋକପ୍ରିୟ ଗୀତ 'ତଡପ ତଡପ କର’ ଗୀତ ଗାଉଛନ୍ତି। ଭିଡିଓରେ ଏକ ଠେଲା ଗାଡ଼ି ଉପରେ ଓଲା ସ୍କୁଟର ଏକ…

ନିମାପଡା ଏନଏସି: ବଞ୍ଚିଲା ବିଜେଡି ଗାଦି

ପୁରୀ: ନିମାପଡା ଏନଏସିରେ ବଞ୍ଚିଲା ବିଜେଡି ଗାଦି । ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଖାରଜ ହୋଇଛି । ଅନସ୍ଥା ସପକ୍ଷରେ ୮ଟି ଭୋଟ ଆବଶ୍ୟକ ଥିବା ବେଳେ ସସ୍ମିତା ସାହୁଙ୍କ ବିରୋଧରେ ମୋଟ ୮ଟି ଭୋଟ ହିଁ ଆସିଥିଲା । ଯାହା ମଧ୍ୟରୁ ୭ଟି ଭୋଟ ସପକ୍ଷଣେ…

ବିଦ୍ୟୁତ୍ ଆଘାତରୁ ରାମୁର ମୃତ୍ୟୁ ହୋଇଛି: ପିସିସିଏଫ

ଭୁବନେଶ୍ୱର: ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ଦନ୍ତାହତୀ ରାମୁର ମୃତ୍ୟୁ ହୋଇଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଛନ୍ତି ଓଡିଶା ପିସିସିଏଫ ଦେବିଦତ୍ତ ବିଶ୍ବାଳ। ପିସିସିଏଫଙ୍କ ସୂଚନା ଅନୁଯାୟୀ, ବିଦ୍ୟୁତ ତାର…

ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ, ତିନି ଗିରଫ

ଯାଜପୁର: ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ l ସିରିଜ ଚୋରି ଘଟଣାରେ ତିନି ଜଣଙ୍କୁ ଗିରଫ କଲା ପୋଲିସ l ଯାଜପୁର ଥାନା ବୈଦ୍ୟନାଥନଗର ରେ ହୋଇଥିବା ସିରିଜ ଚୋରୀ ଘଟଣାର ପର୍ଦ୍ଦାଫାଶ କଲା ଯାଜପୁର ପୋଲିସ। ଚୋରୀ ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବହୁ ଚୋରୀ ସାମଗ୍ରୀ…