ଅଫଲାଇନ୍ ଦୁନିଆର ସବୁଠୁ ବଡ ସେକ୍ସ ସ୍କାଣ୍ଡାଲ୍: ୧୦୦ରୁ ଉର୍ଦ୍ଧ୍ଵ ଝିଅଙ୍କର ହୋଇଥିଲା ଗ୍ୟାଙ୍ଗରେପ୍
ନୂଆଦିଲ୍ଲୀ: ନିଜର ସୌନ୍ଦର୍ଯ୍ୟ ଏବଂ ପରମ୍ପରାକୁ ନେଇ ସାରା ବିଶ୍ଵରେ ରାଜସ୍ଥାନ ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ୧୯୯୦ ରୁ ୧୯୯୨ ଭିତରେ ଏହି ରାଜ୍ୟର ଆଜମେର ନାମକ ସହରରେ ଏପରି କିଛି ଘଟିଥିଲା ଯାହା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ବାସ୍ତବରେ, ଏହି ଦୁଇବର୍ଷ…