Latest Odisha News

BREAKING NEWS

ଉପକାରୀ ସଜନା ଛୁଇଁ, ଖାଇଲେ ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ…

ପଦ୍ମଶ୍ରୀ ରଞ୍ଜନା ଗୋହର ଓ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନୃତ୍ୟଧାମ ଜୀବନବ୍ୟାପୀ ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ନୃତ୍ୟଧାମ ଭୁବନେଶ୍ୱରର ୭ମ ସର୍ବଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପର୍ବ ଏବଂ ଗୁରୁ ନମନ ନୃତ୍ୟ ଓ ସଙ୍ଗୀତ ଉତ୍ସବ ୨୦୨୪ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ୨୦ ଓ ୨୨ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ । ଉତ୍ସବର ପ୍ରଥମ ଦିନରେ ପଦ୍ମବିଭୂଷଣ ସୁଦର୍ଶନ…

ସଦସ୍ୟତା ଅଭିଯାନ ୨୦୨୪ ପାଇଁ ଅନୁଷ୍ଠିତ ହେଲା ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ଆସନ୍ତା ସେପ୍ଟମ୍ବର ୧ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହେବ ବିଜେପିର ସଦସ୍ୟତା ଅଭିଯାନ । ରାଜ୍ୟରେ ଏକ କୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରାଯିବା ଏହି ଅଭିଯାନର ଲକ୍ଷ୍ୟ । ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏନେଇ ଭୁବନେଶ୍ୱରରେ ରାଜ୍ୟ ବିଜେପି…

ସିକନ୍ଦରରେ ସଲମାନଙ୍କ ଡବଲ ରୋଲ

ମୁମ୍ବାଇ: ସଲମାନ ଖାଁ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଆର ମୁରୁଗାଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସାଜିଦ ନାଡିୟାଡୱାଲ ପ୍ରଡ୍ୟୁସର ରହିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିକନ୍ଦରରେ ସଲମାନ ଡବଲ ରୋଲ କରିବେ । ଇଦ ୨୦୨୫ରେ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା; ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ନେଇ କ’ଣ ରହିଲା କେନ୍ଦ୍ରର…

ନୂଆଦିଲ୍ଲୀ: କୋଲକାତା ଆର.ଜି କର ହସ୍ପିଟାଲ ଘଟଣା ପରେ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ସ୍ୱାସ୍ଥ୍ୟ ବିଭାଗକୁ ନେଇ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଡାକ୍ତରଖାନାରେ ବର୍ତ୍ତମାନର ସୁରକ୍ଷା ବ୍ୟବସ୍ଥା ତୁଳନାରେ ଆହୁରି ୨୫…

ଆସନ୍ତାକାଲି ଭାରତ ବନ୍ଦ, ଜାଣନ୍ତୁ କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ

ଭୁବନେଶ୍ଵର: ଆସନ୍ତାକାଲି ଭାରତ ବନ୍ଦ । ଭାରତ ବନ୍ଦ ଡାକରା ଦେଇଛି ଅନୂସୁଚିତ ଜାତି ଏବଂ ଅନୂସୁଚିତ ଜନଜାତି ସଂଯୁକ୍ତ ସଂଘର୍ଷ ମୋର୍ଚ୍ଚା । ଏସସି / ଏସଟି ସଂରକ୍ଷଣରେ କ୍ରିମି ଲେୟାର ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଦଳିତ ସଂଗଠନ ଏହି ଡାକରା ଦେଇଛନ୍ତି ।…

ୟୁଏଇରେ ଆୟୋଜିତ ହେବ ଆଇସିସି ଟି୨୦ ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ କ୍ରିକେଟ ବାଂଲାଦେଶ ବଦଳରେ ୟୁଏଇରେ ଆୟୋଜିତ ହେବ ବୋଲି ମଙ୍ଗଳବାର ଆଇସିସି ସ୍ପଷ୍ଟ କରିଛି । ବାଂଲାଦେଶରେ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସୀନା କ୍ଷମତାରୁ ହଟିବା ସତ୍ୱେ ବାଂଲାଦେଶରେ ଅଶାନ୍ତି କମିବାର ନାମ ଧରୁନି । ଏହା ଦେଖି ଆଇସିସି ଉପରୋକ୍ତ ପଦକ୍ଷେପ…

ସରିଲା ରାଜୁ ମଣ୍ଡଳର ରାଞ୍ଚି ସ୍ଥିତ ଭଡ଼ା ଘରେ ରେଡ୍‌

ଭୁବନେଶ୍ଵର: ଭୁବନେଶ୍ବର, କଟକ ପରେ ଝାଡଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡିଥିଲା। ରାଜୁ ମଣ୍ଡଳର ରାଞ୍ଚି ସ୍ଥିତ ଭଡ଼ା ଘରେ ଚାଲିଥିବା ରେଡ୍‌ ଶେଷ ହୋଇଛି । ୬ ଘଣ୍ଟାର ରେଡ୍‌ ପରେ ରାଜୁକୁ ନେଇ ରାଞ୍ଚି ସ୍ଥିତ ଭଡ଼ା ଘରୁ ବାହାରିଛି କମିଶନରେଟ୍ ପୋଲିସ୍ ର ସ୍ଵତନ୍ତ୍ର ଟିମ୍ ।…

ପୁଣି ବଢିଲା ଆପ୍ ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ; ୟୁପି କୋର୍ଟ ଦେଲେ ଗିରଫ ଆଦେଶ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପୁଣିଥରେ ଅଡୁଆ ଭିତରେ ଛନ୍ଦି ହେବାକୁ ଯାଉଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁଲତାନପୁରର ଏକ କୋର୍ଟ ସଞ୍ଜୟ ସିଂ ଏବଂ ସପା ନେତା ଅନୁପ ସଣ୍ଡା ଏବଂ ଅନ୍ୟମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟ…

ଛାତ୍ରଛାତ୍ରୀ ମାନଙ୍କ ପାଇଁ ବଡ ଖବର, ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢ଼ାଞ୍ଚା

ଭୁବନେଶ୍ଵର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେମାନଙ୍କୁ ନୂଆ ଢାଞ୍ଚାରେ ପରୀକ୍ଷା ଦେବାକୁ ପଡ଼ିବ। ୨୦୨୫ ବାର୍ଷିକ +୨…