ଅଭିଶେକ- ଐଶ୍ବର୍ଯ୍ୟାଙ୍କ ବିବାହ ବିଚ୍ଛେଦ, ଇନ୍ଧନ ଦେଲେ ଜୁନିୟର ବଚ୍ଚନ
ମୁମ୍ବାଇ: ଏବେ ସେପାରେଟ ହୋପାରନ୍ତି ଜୁନିୟର ଅମିତାଭ ଓ ବିଶ୍ବ ସୁନ୍ଦରୀ । ଆଗରୁ ଖାଲି ଚର୍ଚ୍ଚା ହେଉଥିଲା ହେଲେ ଏବେ ଜଳ ଜଳ କରି ସବୁ କିଛି ଦେଖାଗଲାଣି । ସ୍ବାମୀ ଓ ଶାଶୁ ଘରଠାରୁ ଦୂର ଦୂର ରହୁଛନ୍ତି ବଲିଉଡ ସୁନ୍ଦରୀ ଐଶ୍ବର୍ଯ୍ୟା । ଇଭେଣ୍ଟ ହେଉକି ପାର୍ଟି ସବୁଠି କେବଳ ନିଜ ଝିଅ ସହ…