ପ୍ରତି ୨ ଘଣ୍ଟାରେ ରାଜ୍ୟର ଅପେଡେଟ୍ ନେବ ଗୃହ ମନ୍ତ୍ରାଳୟ
ନୂଆଦିଲ୍ଲୀ: ପ୍ରତି ଦୁଇ ଘଣ୍ଟାରେ ଥରେ ସବୁ ରାଜ୍ୟର ଅପେଡେଟ୍ ନେବ ଗୃହ ମନ୍ତ୍ରାଳୟ । କୋଲକାତା ଲଜ୍ଜା ପରେ ସବୁ ରାଜ୍ୟକୁ କିଛି ଏମିତି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିରେ ପ୍ରତି ୨ ଘଣ୍ଟା ଅନ୍ତରାଳରେ ରାଜ୍ୟର ସ୍ଥିତି କିପରି ରହିଛି, ଆଇନ ଶୃଙ୍ଖଳାର ପରିସ୍ଥିତି…