ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଅର୍ଥ ଦେଉଛି ସ୍ୱୀଡେନ
ନୂଆଦିଲ୍ଲୀ: ସ୍ୱୀଡେନ ସରକାର ନିଜ ଦେଶର ନାଗରିକଙ୍କୁ ଦେଶ ଛାଡିବା ପାଇଁ ଲୋଭନୀୟ ଅଫର ଦେଉଥିବା ଖବର ପ୍ରକାଶ ପାଇଛି । ୟୁରୋପିଆନ ୱେବସାଇଟ ଦି ନ୍ୟାଶନାଲ୍ସ ଅନୁସାରେ ପୂର୍ବରୁ ବିଦେଶରୁ ଆସି ସ୍ୱୀଡେନରେ ରହୁଥିବା ଲୋକଙ୍କ ପାଇଁ ଏହି ଅଫର ରହିଥିଲା । ଏବେ ସମସ୍ତଙ୍କ ପାଇଁ ଏହା ଲାଗୁ…