Latest Odisha News

BREAKING NEWS

ସେ ମାଆ…ଏତେ ସହଜରେ ଝିଅମାନଙ୍କୁ ମରିବାକୁ ଛାଡିଦେବ

ମେରଠ: ସମାଜରୁ କୁସଂସ୍କାର ଦୂର କରିବା ପାଇଁ ଅନେକ ସଚେତନତା ସୃଷ୍ଟି କରାଯାଉଛି । ପୁଅ, ଝିଅ ମଧ୍ୟରେ ଭେଦଭାବ ସୃଷ୍ଟି ନ କରିବା ପାଇଁ ଅନେକ ଉଦ୍ୟମ ହେଉଛି । ତଥାପି କେତେକ ବ୍ୟକ୍ତି ଏବେ ବି ଜିଦ ଧରିଛନ୍ତି ପଛୁଆ ହୋଇ ରହିବା ପାଇଁ... । ମେରଠରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ଆମକୁ ମୁହଁ…

ଏହି ଦେଶରେ ସବୁଠାରୁ ଅଧିକ ଅଛନ୍ତି ମୁସଲମାନ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ପୃଥିବୀର ପ୍ରାୟ ସମସ୍ତ ଦେଶରେ ବିଭିନ୍ନ ଧର୍ମର ଲୋକ ବସବାସ କରନ୍ତି । କିଛି କିଛି ଦେଶରେ ଏକ ନିର୍ଦ୍ଧିଷ୍ଟ ଧର୍ମର ଜନସଂଖ୍ୟା ଅଧିକ ଥାଏ । ତେବେ ଯଦି ପଚରାଯାଏ ଅଧିକାଂଶ ମୁସଲମାନ ଧର୍ମର ଲୋକେ କେଉଁ ଦେଶରେ ରୁହନ୍ତି ତାହେଲେ ଆମେ ସାଧାରଣତଃ ଭାବୁ ଯେ ପାକିସ୍ତାନ । ଆମ ମନରେ…

ଶଙ୍ଖ ଛାଡି ପଦ୍ମ ଧରିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବିଜେଡି ଛାଡି ଦଳରେ ଯୋଗ ଦେଇଛନ୍ତି ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ । ଏହା ସହ…

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୱାୟି.ବି ଖୁରାନିଆ

ଭୁବନେଶ୍ବର: ଆଜି ଅପରାହ୍ନରେ ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ୱାୟି. ବି ଖୁରାନିଆ । ସନ୍ଧ୍ୟାରେ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଖୁରାନିଆ । ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍…

ଅବସରରୁ ୟୁ ଟର୍ଣ୍ଣ ନେବା ନେଇ ସୂଚନା ଦେଲେ ଭିନେଶ

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ପଦକ ଜିତିବା ନିକଟତର ହୋଇଥିଲେ ମଧ୍ୟ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଭିନେଶ ରେସଲିଂରୁ ଅବସର ଘୋଷଣା କରିଥିଲେ । ଶୁକ୍ରବାର ସେ ସୋସିଆଲ ମିଡିଆରେ ଏକ ଲମ୍ବା ଚୌଡା ପୋଷ୍ଟ ଶେୟାର କରିଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅମିତ୍ ରୋହିଦାସ୍‌, ଦେଲେ କୋଣାର୍କ ଚକ୍ର ଉପହାର

ଭୁବନେଶ୍ୱର: ପ୍ୟାରିସ୍‌ ଅଲମ୍ପିକ୍ସରେ ପଦକ ଜିତିବା ପରେ ଆଜି ଓଡିଶାରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ହକି ଦଳର ଓଡିଆ ଖେଳାଳୀ ଅମିତ୍‌ ରୋହିଦାସ୍ । ଭୁବନେଶ୍ୱରରେ ପହଞ୍ଚି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଅମିତ୍‌ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅମିତ୍‌ଙ୍କର…

ବଲିଉଡର ନୂଆ ହିଟ୍ ଫର୍ମୁଲା

ମୁମ୍ବାଇ: ସୁପରନ୍ୟାଚୁରାଲ ହରର୍ ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହ ବଢୁଛି କି ? ଏ ବର୍ଷ ଏହି ଜେନରର କିଛି ବଲିଉଡ୍ ଫିଲ୍ମ ହାସଲ କରିଛି ଆଶାତୀତ ବ୍ୟବସାୟିକ ସଫଳତା । ସୁପରନ୍ୟାଚୁରାଲ ହରର ଫିଲ୍ମ ପ୍ରତି ଦର୍ଶକଙ୍କ ଆଗ୍ରହର ସଦ୍ୟ ଉଦାହରଣ ହେଉଛି ଫିଲ୍ମ 'ସ୍ତ୍ରୀ-୨'। ପୂର୍ବରୁ ରିଲିଜ ହୋଇଥିବା…

କ୍ରିକେଟର ସମସ୍ତ ଫର୍ମାଟରୁ ବାସନ୍ଦ ହେଲେ ନିରୋଶନ ଡିକୱେଲା

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟର ନିରୋଶନ ଡିକୱେଲା ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ଅନିଶ୍ଚିତତା ସମୟ ପାଇଁ ବାସନ୍ଦ କରାଯାଇଛି । ପରବର୍ତୀ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ କୌଣସି ପ୍ରକାରର କ୍ରିକେଟରେ ଖେଳିପାରିବେ ନାହିଁ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହା ସ୍ପଷ୍ଟ କରିଛି ।…

ବାଂଲାଦେଶର ନୂତନ ସରକାର ୟୁନୁସଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଟେଲିଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଛନ୍ତି…

ଓଜନ କମାଇବା ପ୍ରକ୍ରିୟା ବେଳେ ମୋତେ ଲାଗିଲା ଭିନେଶ ମରିଯିବେ…

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ମହିଳା ରେସଲିଂରେ ଭାରତର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଫାଇନାଲ ପୂର୍ବ ଦିନ ଭିନେଶ ତାଙ୍କ ଓଜନ କମାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଏପରିକି ଏହି ପ୍ରକ୍ରିୟା ବେଳେ ମୋତେ…