ପୁଣି ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଉତ୍ତରାଖଣ୍ଡରୁ ଆସିଲା ଆଉ ଏକ ଘଟଣା
ଉତ୍ତରାଖଣ୍ଡ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ହରତାଳ ଜାରି ରହିଛି l ସବୁଠି ପ୍ରତିବାଦର ଚିତ୍ର ଦେଖିବାକୁ ମିଳୁଛି l ଏହାରି ଭିତରେ ଉତ୍ତରାଖଣ୍ଡରୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ଜଣେ ନର୍ସଙ୍କୁ ଅପରଣ କରି ଦୁଷ୍କର୍ମ ଏବଂ ପରେ ହତ୍ୟା…