ନେହେରୁ, ଇନ୍ଦିରାଙ୍କ କେଉଁ ରେକର୍ଡର ସମକକ୍ଷ ହେଲେ ମୋଦୀ ?
ନୂଆଦିଲ୍ଲୀ: ଆଜି ୭୮ ତମ ସ୍ବାଧୀନତା ଦିବସ । ୧୫୦ କୋଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ଦେଶମାତୃକାର ଜୟଗାନରେ ଉଛୁଳୁଛି ପଲ୍ଲୀଠୁ ଦିଲ୍ଲୀ । ସବୁଠି ତ୍ରିରଙ୍ଗାର ଲହର । ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ…