ପ୍ୟାରିସ ଅଲିମ୍ପିକ୍ସ: ଟିଟିରେ ଭାରତର ଖେଳାଳିଙ୍କ ଅପେକ୍ଷା ସହଯୋଗୀ ଷ୍ଟାଫଙ୍କ ସଂଖ୍ୟା ଅଧିକ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ଭାରତୀୟ ଆଥଲେଟମାନେ ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଭାରତର ଉଭୟ ପୁରୁଷ ଓ ମହିଳା ଟିମ ଏଥର ଅଂଶଗ୍ରହଣ କରୁଛନ୍ତି । ସବୁଠାରୁ ମଜାର କଥା ଖେଳାଳିଙ୍କ ତୁଳନାରେ ଅଧିକ କୋଚ ଏହି ଟିମ ସହିତ ଯାଉଛନ୍ତି । ଷ୍ଟାର ଖେଳାଳି…