ସୁଧୁରୁନି ଆନ୍ଧ୍ର; କୋଟିଆରେ ପୁଣି ମାରିଲା ଷ୍ଟିକର୍
ପଟାଙ୍ଗି: ପୁଣି କୋଟିଆରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଆଜି କୋଟିଆ ପଞ୍ଚାୟତର କିଛି ଘରେ ଆନ୍ଧ୍ର ପକ୍ଷରୁ ଷ୍ଟିକର୍ ଲାଗିଛି । ତେବେ ଏହି ଷ୍ଟିକରରେ କଣ ଲେଖାଯାଇଛି ଆଉ କେଉଁ ଉଦ୍ଦେଶ୍ୟରେ ଏହା ଲଗାଯାଇଛି ତାହା ଜଣାପଡିନାହିଁ ।
ଯଦି ଦେଖାଯାଏ ଓଡ଼ିଶା ଓ ଆନ୍ଧ୍ରରେ ସରକାର ବଦଳିଛି ।…