ଏଥର ଦୁର୍ଗାପୂଜା ହେବ ଡିଜେ, ଆଲକହଲ ଓ ପ୍ଲାଷ୍ଟିକ ମୁକ୍ତ
ଭୁବନେଶ୍ୱର: ଚଳିତ ଥର ଦୁର୍ଗାପୂଜାରେ ବିସର୍ଜନ ସମୟରେ କୌଣସି ଡିଜେ ସଙ୍ଗୀତ ବଜାଯିବ ନାହିଁ ବୋଲି ଟ୍ୱିନ୍ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା ମଙ୍ଗଳବାର ସୂଚନା ଦେଇଛନ୍ତି।
ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ "କୌଣସି ଡିଜେ ମ୍ୟୁଜିକ୍ ଯାନକୁ ମଧ୍ଯ ଅନୁମତି ଦିଆଯିବ ନାହିଁ।…