ପାକିସ୍ତାନରେ ଏମିତି କେବେ ହୋଇନଥିଲା !
ନୂଆଦିଲ୍ଲୀ: ସେନା ଆକ୍ରୋଶର ଶୀକାର ହେଲେ କି ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟ? ମହଙ୍ଗା ପଡିଲା କି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଘନିଷ୍ଠତା ?
ପାକିସ୍ତାନରେ ଏମିତି କେବେ ହୋଇନଥିଲା । ଶକ୍ତିଶାଳୀ ଗୁଇନ୍ଦା ସଂସ୍ଥା ଇଂଟର ସର୍ଭିସ ଇଂଟେଲିଜେନସ-ଆଇଏସଆଇର ଜଣେ…