ମୁଫାସା-୨ ରେ ଦେଖିବାକୁ ମିଳିବ ଶାହାରୁଖ ଖାନ ଆଣ୍ଡ ସନ୍ସଙ୍କ ଜଲୱା, ଆର୍ୟନଙ୍କ ପରେ ଏବେ ଅବରାମଙ୍କୁ କଲେ ଲଞ୍ଚ
ମୁମ୍ବାଇ: ମୁଫାସାର ପ୍ରଥମ ଭାଗରେ ଆପଣ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସ୍ୱରର ଡେବ୍ୟୁ ଦେଖିଥିବେ। କିନ୍ତୁ ବର୍ତ୍ତମାନ କିଙ୍ଗ ଖାନଙ୍କ ସାନପୁଅ ଅବରାମ ମଧ୍ୟ ମୁଫାସା ୨ ରେ ତାଙ୍କ ସ୍ୱର ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି। ଯାହାର ଝଲକ ମୁଫାସା ଦି ଲାୟନ କିଙ୍ଗର ଟ୍ରେଲରରେ ଦେଖିବାକୁ…