ହିଣ୍ଡେନବର୍ଗର ନୂଆ ବୋମା : ସେବି-ଅଦାନୀ ଭିତିରିଆ କାରବାର!
ନୂଆଦିଲ୍ଲୀ: ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନବର୍ଗ ରିସର୍ଚ୍ଚର ଆଉ ଏକ ଖୁଲାସା । ଏଥର ଭାରତର ପ୍ରତିଭୂତି ବିନିମୟ ବୋର୍ଡ - ସେବି ଅଧ୍ୟକ୍ଷା ମାଧବୀ ବୁଚ୍ ଓ ସ୍ୱାମୀ ଧୱଲଙ୍କ ବିରୋଧରେ ଗୁରୁତର ଅଭିଯୋଗ । ଅଦାନୀ ଗ୍ରୁପ୍ ସ୍କାମ ସହ ସେବି ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଜଡିତ ବୋଲି…