ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ କର୍ମଶାଳା
ଭୁବନେଶ୍ୱର: ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୁସ୍ଥ ରହିବା ପାଇଁ ପ୍ରୋତ୍ସାହନ ନିମନ୍ତେ ଆୟୋଜିତ ପାଞ୍ଚ ଦିନିଆ କର୍ମଶାଳା ଶୁକ୍ରବାର ଶେଷ ହୋଇଛି।
ଅଗଷ୍ଟ ୫ ତାରିଖରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରଡିଡବ୍ଲୁୟୁର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ମିଳିତ ଉଦ୍ୟମରେ ଏହି…