Latest Odisha News

BREAKING NEWS

ଆଇସକ୍ରିମ: ପାଟିକୁ ଥଣ୍ଡା, ଦେହକୁ ଗରମ

ଭୁବନେଶ୍ଵର: ଆଇସକ୍ରିମ, କାହାକୁ ବା ଭଲ ନ ଲାଗେ । ଖରାଦିନ ହେଉ କିମ୍ବା ବର୍ଷାଦିନ, ଏପରିକି ଶୀତ ଦିନରେ ବି ଅଧିକାଂଶ ଲୋକେ ଆଇସକ୍ରିମ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଖରାରେ ଆଇସକ୍ରିମ ଖାଇବା ଗୋଟେ ସାଧାରଣ କଥା । ତାପମାତ୍ରା ଯେତେ ଯେତେ ବଢିବାକୁ ଲାଗେ ଆଇସକ୍ରିମର ଚାହିଦା ସେତେ ସେତେ…

ମେଗା ନିଲାମୀ ନା ମିନି ନିଲାମୀ ?

ନୂଆଦିଲ୍ଲୀ: ମେଗା ଖେଳାଳି ନିଲାମୀ ନେଇ ଆଇପିଏଲର ବିଭିନ୍ନ ଟିମ୍ ମଧ୍ୟରେ ସହମତିର ଅଭାବ । ବିସିସିଆଇକୁ ଅଡୁଆରେ ପକାଇଛି ଟିମ୍ ମାଲିକଙ୍କ ଅସହମତି । ବିବାଦୀୟ ଇମ୍ପାକ୍ଟ ପ୍ଲେୟାର ନିୟମ ବାବଦରେ ଆଇପିଏଲ ଟିମ୍ ବସ୍ ଏକମତ ହୋଇନାହାନ୍ତି । ଏସବୁ ପ୍ରସଙ୍ଗରେ ଆଇପିଏଲ ଟିମ୍ ମାଲିକଙ୍କ ସହ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପର୍ବତାରୋହୀ ବିଭାରାଣୀ ପାତ୍ର । ସେ ଆଜି ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ଆଗାମୀ ପର୍ବତାରୋହଣ ଅଭିଯାନ ପାଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଆଗାମୀ ଅଗଷ୍ଟ ୬ ତାରିଖରେ ସେ…

ତୀରନ୍ଦାଜୀରେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କଲେ ଅଙ୍କିତା-ଧୀରଜ

ପ୍ୟାରିସ: ତୀରନ୍ଦାଜ ମିକ୍ସଡ ଇଭେଂଟରେ ଭାରତୀୟ ଯୋଡି ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ପ୍ରଭାବୀ ପ୍ରଦର୍ଶନ ସତ୍ୱେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଛନ୍ତି । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତୀୟ ଯୋଡି ଆମେରିକାର କାସେ କାଉଥୋଲ୍ଡ ଓ ବ୍ରାଡି ଏଲିସନଙ୍କ ନିକଟରୁ ୬-୨ରେ…

କର୍ଣ୍ଣାଟକ ଯୌନ ଉତ୍ପୀଡନ ମାମଲା; ଭାଇରାଲ ଭିଡିଓ ଅସଲି ଅଟେ: ଏଫଏସଏଲ ରିପୋର୍ଟ

ବେଙ୍ଗାଲୁରୁ: ଜେଡିଏସ୍ ର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ଅଡୁଆ ଶେଷ ହେବାର ନାଁ ନେଉନାହିଁ । ବର୍ତ୍ତମାନ ଏଫଏସଏଲ ର ଅନୁସନ୍ଧାନ ରିପୋର୍ଟ ନିଶ୍ଚିତ କରିଛି ଯେ ପୂର୍ବତନ ସାଂସଦଙ୍କ ଅଶ୍ଳୀଳ ଭିଡିଓ ଅସଲି ଅଟେ । ସେଥିରେ କୌଣସି ପ୍ରକାରେ ଟାମ୍ପରିଂ କରାଯାଇ ନାହିଁ । ତେବେ ଯୌନ…

ଦିଲ୍ଲୀ ଆଇଏଏସ୍‌ କୋଚିଂ ସେଣ୍ଟର ଅଘଟଣ: ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଆଇଏଏସ୍ କୋଚିଂ ସେଣ୍ଟର ଟ୍ରାଜେଡି । ସିବିଆଇ ହାତକୁ ଗଲା ତଦନ୍ତ ଭାର । ସିବିଆଇକୁ ତଦନ୍ତ ଦାୟିତ୍ବ ଦେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିବା ସହ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଗତ ସପ୍ତାହରେ ଦିଲ୍ଲୀ ସ୍ଥିତ ଏକ କୋଚିଂ ସେଣ୍ଟର…

ସରକାରଙ୍କୁ ଟିକସ ଫାଙ୍କିଛି ଇନଫୋସିସ୍ ?

ନୂଆଦିଲ୍ଲୀ: ସରକାରଙ୍କୁ କର ଫାଙ୍କୁଛନ୍ତି କି ଇନଫୋସିସ ଭଳି ଆଇଟି କମ୍ପାନୀ ? କାହିଁକି ସରକାର ପଠାଇଛନ୍ତି ନୋଟିସ ? ଟିକସ ଚୋରି ପାଇଁ ଅନ୍ୟ ଆଉ କିଛି କମ୍ପାନି ବି ସରକାରଙ୍କ ୱାଚଲିଷ୍ଟରେ ଅଛନ୍ତି । ଦେଶର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନି ଇନଫୋସିସ୍ ବିରୋଧରେ ଗୁରୁତର ଅଭିଯୋଗ । ୨୦୧୭ରୁ…

ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନ କାର୍ଯ୍ୟ; ଆବାସ ଟଙ୍କାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ନବରଙ୍ଗପୁର: ବ୍ଲକ ପ୍ରଶାସନର ଦାୟିତ୍ୱ ହୀନତା କାର୍ଯ୍ୟ ହେତୁ ପ୍ରକୃତ ହିତାଧିକାରୀ ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି । ଆବାସ ଘରର ପ୍ରଥମ କିସ୍ତି ଟଙ୍କା ପ୍ରକୃତ ହିତାଧିକାରୀଙ୍କୁ ନ ଦେଇ ଅନ୍ୟ ଜଣକ ଖାତାରେ ଦେଇଛନ୍ତି ଟଙ୍କା । ଏପଟେ ହିତାଧିକାରୀ ବାରମ୍ବାର ଜଣାଇଲେ ମଧ୍ୟ କିଛି ସୁଫଳ…

ମଧ୍ୟାହ୍ନ ଭୋଜନରେ ଜୋକ, ବଇଓଙ୍କୁ ଘେରିଲେ ଅଭିଭାବକ

ଭଦ୍ରକ: ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ। ମଧ୍ୟାହ୍ନ ଭୋଜନ ବର୍ଜନ କଲେ ଛାତ୍ରଛାତ୍ରୀ । ଏଥିସହ ମଧ୍ୟାହ୍ନ ଭୋଜନ ଆଣିଥିବା ଗାଡ଼ିକୁ ଅଟକ ରଖିଛନ୍ତି ଅଭିଭାବକମାନେ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର…

ଅଙ୍କିତା-ଧୀରଜ ସେମିଫାଇନାଲରେ, ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପ୍ୟାରିସ: ତୀରନ୍ଦାଜୀରେ ଭାରତର ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ମିକ୍ସଡ ଟିମ ଇଭେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ପଦକଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ ୫-୩ରେ ପରାଜିତ କରିଥିଲେ । ଇଟାଲୀ ଓ…