ବନ୍ଧାହେଲେ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ; ୮୯ କେଜି ଗଞ୍ଜେଇ ସହ କାର୍ ଜବତ
ସୁନ୍ଦରଗଡ଼: ଧରା ପଡିଲେ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ । ସୁନ୍ଦରଗଡ଼ ସଦରଥାନା ପୋଲିସ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀଙ୍କୁ ଧରିଛନ୍ତି । ସେମାନଙ୍କଠାରୁ ୮୯ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ କାରବାରରେ ବ୍ୟବହୃତ କାର ଜବତ ହୋଇଛି।
ସୂଚନାଥାଉକି, ଉତ୍ତରପ୍ରଦେଶର ଦୁଇ ଗଞ୍ଜେଇ ବେପାରୀ…