ସ୍ୱଚ୍ଛଳ ବର୍ଗଙ୍କୁ ‘କୋଟା’ ମନା
ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ଏହାର ରାଜନୈତିକ ଓ ସାମାଜିକ ପ୍ରଭାବ ନେଇ ସମୀକ୍ଷା ଆରମ୍ଭ ହୋଇଯାଇଛି । ଏସସି , ଏସଟିଙ୍କ ମଧ୍ୟରେ ସବ-କ୍ୟାଟୋଗୋରୀ ବା ଉପ-ସଂରକ୍ଷଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି…