ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦକ୍ଷିଣ-ପଶ୍ଚିମ ୟୁରୋପୀୟ ଦେଶକୁ ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ନିମନ୍ତ୍ରଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ନାଟୋ ସହଯୋଗୀ ସ୍ପେନ।
ଏଥିସହିତ ସ୍ପେନ ସ୍ପଷ୍ଟ ଭାବରେ କହିଛି ଯେ ଆମକୁ ବୋର୍ଡର ଆବଶ୍ୟକତା ନାହିଁ କାରଣ ଏବେ ବି…