Latest Odisha News

BREAKING NEWS

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ବୈଠକରେ ଓଡ଼ିଶା ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର: ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏ ବୈଠକରେ ଯୋଗ ଦେବାକୁ ଆଜିଠୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ…

ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା; ଜଣେ ମୃତ, ୯ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରିକା ସେକ୍ଟର ୧୨ ରେ ଏକ ନିର୍ମାଣାଧୀନ ଡାକ୍ତରଖାନାର କାନ୍ଥ ଭୁଶୁଡ଼ିବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଦ୍ୱାରିକାଠାରେ ଏକ ଘରୋଇ ଡାକ୍ତରଖାନାର ତଳ ମହଲା ନିର୍ମାଣ କରାଯାଉଛି। ଅନେକ ଶ୍ରମିକ ତଳ ମହଲାରେ କାମ କରୁଥିଲେ।…

ବଦଳୁଛି କି ମମତାଙ୍କ ମୁଡ୍? ସୋନିଆଙ୍କୁ ଭେଟୁ ନାହାନ୍ତି ମୋଦୀଙ୍କ ସହ ବୈଠକ ଚୂଡ଼ାନ୍ତ

ନୂଆଦିଲ୍ଲୀ: ଇଣ୍ଡି ମେଂଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଯାହା ମେଣ୍ଟର ଏକତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ନୀତି ଆୟୋଗରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ବୟକଟ କରିଛନ୍ତି। ଏହାରି ଭିତରେ…

ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ରେକର୍ଡ କଲେ ମୋହନ ମାଝୀ, ଜାଣନ୍ତୁ ଯୋଜନା ବାବଦରେ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟରେ ଓଡ଼ିଶା ସରକାର ଅନେକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିସହ ବିଧାନସଭାରେ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ମୋହନ ମାଝୀ ରେକର୍ଡ଼ କରିଛନ୍ତି। ଯାହା ବିଧାନସଭାର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।…

ଭାରତର ମହିଳା, ପୁରୁଷ ତୀରନ୍ଦାଜ ଟିମ କ୍ୱାର୍ଟରରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ତୀରନ୍ଦାଜ କ୍ୱାଲିଫାୟର ରାଉଣ୍ଡରେ ଭାରତର ଉଭୟ ମହିଳା ଏବଂ ପୁରୁଷ ଟିମ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଉଦୀୟମାନ ଖେଳାଳି ଅଙ୍କିତା ଭକତଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ…

ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ପଦକ ଲକ୍ଷ୍ୟରେ ପିଭି ସିନ୍ଧୁ

ପ୍ୟାରିସ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ । ଯଦି ଏହା ସମ୍ଭବ ହୁଏ ତେବେ ପ୍ରଥମ ଭାରତୀୟ ଭାବେ ସେ ହ୍ୟାଟ୍ରିକ ଅଲିମ୍ପିକ ପସକ ହାସଲ କରିବାରେ ସୌଭାଗ୍ୟ ଅର୍ଜନ କରିବେ । ସିନ୍ଧୁ ରିଓ ଓ ଟୋକିଓ…

ରତ୍ନଭଣ୍ଡାରକୁ ନେଇ ବଡ଼ ସୂଚନା, ଜଷ୍ଟିସ ରଥ କହିଲେ ଭିତରେ ଥିଲା ୩ଟି ତାଲା କିନ୍ତୁ ମିଳିଲା ୨ଟି ଚାବି

ଭୁବନେଶ୍ଵର: ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା । ଭିତର ଭଣ୍ଡାରରେ ପଡିଥିଲା ୩ଟି ତାଲା । କିନ୍ତୁ ଚାବି ୨ଟି ଥିବା କହିଲେ ଜଷ୍ଟିସ ରଥ । ମିଳିଥିବା ବନ୍ଦ ଲଫାପା ଖୋଲିବାରୁ ସେଥିରୁ ୨ଟି ଚାବି ମିଳିଥିଲା । ତାଲା ଏବଂ ଚାବି ଦେଖିବା ପରେ ଏ ଚାବି ଏ ତାଲାର ନୁହେଁ…

ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସାଇକେଲ ଦୋକାନରେ ଚଢାଉ

ବରଗଡ: ବରଗଡରେ ଜିଏସଟି ବିଭାଗର ଚଢ଼ାଉ l ଜିଏସଟି ଫାଙ୍କୁଥିବା ଅଭିଯୋଗରେ ବରଗଡ ଜିଏସଟି ବିଭାଗ ପକ୍ଷରୁ ଟାଉନ ଥାନା ଛକରେ ଥିବା ମହାଲକ୍ଷ୍ମୀ ସାଇକେଲ ଷ୍ଟୋରରେ ଚଢ଼ାଉ ହୋଇଛି l ଦୋକାନ ସହ ରେଲୱେ ଷ୍ଟେସନରେ ଥିବା ଗୋଦାମ ଓ ଘରେ ଏକକାଳୀନ ଚଢ଼ାଉ ଚାଲିଛି l ତେବେ ଟିକସ ଫଙ୍କୁଥିବାରୁ…

ଡବଲ ଇଂଜିନ ଡବଲ ନୈରାଶ୍ୟ- ନବୀନ

ଭୁବନେଶ୍ଵର: ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନା କରିଛନ୍ତି । ଏଥର ରାଜ୍ୟ ବଜେଟରେ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେପଟେ କିଛି ନୂତନ…

ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝି ଗୁରୁବାର ଦିନ ୨୦୨୪-୨୫ ଆର୍ଥିକ ବର୍ଷ ରାଜ୍ୟ ବଜେଟରେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହା ଚଳାଚଳ କରିବ।…