Latest Odisha News

BREAKING NEWS

ଅଲିମ୍ପିକ୍ସ ଅପବାଦ

ନୂଆଦିଲ୍ଲୀ: ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡାର ଇତିହାସ ବିବାଦ ଓ ଅପବାଦରୁ ମୁକ୍ତ ନୁହେଁ । ରାଜନୈତିକ ହସ୍ତକ୍ଷପ, ବର୍ଣ୍ଣବୈଷମ୍ୟ, ବୟକଟ୍‌, ଆତଙ୍କବାଦୀ ଆକ୍ରମଣ ଓ ଡ୍ରଗ୍ସ ସ୍କାଣ୍ଡାଲ ଯୋଗୁଁ ମଳିନ ହୋଇଛି ଅଲିମ୍ପିକ୍ସ । ୧୯୩୬ ମସିହାରେ ବର୍ଲିନ ଅଲିମ୍ପିକ୍ସ କ୍ରୀଡାକୁ ନାଜି…

ମୋହନ ସରକାରଙ୍କ ପ୍ରଥମ ବଜେଟ୍, ଧାର୍ଯ୍ୟ ଏମଏସପି ଠାରୁ ମିଳିବ ୮ଶହ ଟଙ୍କା ଅଧିକ

ଭୁବନେଶ୍ବର: ଆଜି ରାଜ୍ୟ ବଜେଟ୍ । କ୍ଷମତାକୁ ଆସିବା ପରେ ଏହା ବିଜେପି ସରକାରର ପ୍ରଥମ ବଜେଟ୍ । ଏନେଇ ବିକଶିତ ଓଡିଶା ପାଇଁ ବଜେଟ୍ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ୨୦୨୩-୨୪ ତୁଳନାରେ ୨୦୨୪- ୨୫ ବଜେଟ ପରିମାଣ ୧୫% ଅଧିକ । ଚଳିତ ବର୍ଷ ମୋଟ ୨ ଲକ୍ଷ ୬୫ ହଜାର…

ଅଗଷ୍ଟ ୧ରେ ଖୋଲିବ ଭିତରକନିକା,ପ୍ରଥମଥର ପାଇଁ ସ୍କାଏ ଓକର ମଜା ନେବେ ପର୍ଯ୍ୟଟକ

କେନ୍ଦ୍ରାପଡ଼ା; ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥିଲା । ପ୍ରଥମଥର ପାଇଁ ଭିତରକନିକା…

କେନ୍ଦ୍ର ବଜେଟ୍: ଏଥର ବି ମଧ୍ୟବିତ୍ତଙ୍କୁ ମୁହଁ ମୋଡିଲେ

ନୂଆଦିଲ୍ଲୀ: ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ମଧ୍ୟବିତ୍ତଙ୍କୁ ପୁଣି ନିରାଶ କରିଛି । ମଧ୍ୟବିତ୍ତଙ୍କ ଲାଗି ବଜେଟରେ ବିଶେଷ କିଛି ନାହିଁ । ଯେଉଁ ଶ୍ରେଣୀର ଲୋକେ ଅଧିକ ଖର୍ଚ୍ଚ କରନ୍ତି ଓ କର ଦିଅନ୍ତି, ସେମାନଙ୍କୁ ବାରମ୍ବାର ବଜେଟରେ ଉପେକ୍ଷା କରାଯାଉଛି । ମୋଦି ସରକାର…

ସାହସ ଅଛି ତ ନବୀନଙ୍କୁ ଗିରଫ କର !

ଭୁବନେଶ୍ବର: ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦିନକ ତଳେ ଦାବି କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । କାରଣ ଦର୍ଶାଇଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ତେଣୁ…

ତକିଆ, ଚାଦର ଧରି ବିଧାନସଭାରେ ଶୋଇଲେ ବିଧାୟକ, ଜାଣନ୍ତୁ କାହିଁକି… 

ବେଙ୍ଗାଲୁରୁ: ବିଧାନସଭା ନା ଶୟନକକ୍ଷ। ତକିଆ ଚାଦର ଧରି ବିଧାନସଭାରେ ବି‌ଜେପି ବିଧାୟକ। କର୍ଣ୍ଣାଟକ ବିଧାନସଭାରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ଭାଇରାଲ ହେବାରେ ଲାଗିଛି। ବୁଧବାର ବିଧାନସଭାରେ ବିଜେପି ଏବଂ ଜେଡି (ଏସ) ବିଧାୟକମାନେ…

ମାଛ କିଲୋ ମାତ୍ର ୫୦ ଟଙ୍କା, ଗ୍ରାହକ ଖୁସ୍ ବ୍ୟବସାୟୀ ବି ଖୁସ୍

ନୂଆପଡ଼ା: ବର୍ତ୍ତମାନର ମହଙ୍ଗାମାଡ଼ ଭିତରେ ବଜାରରେ ସବୁ ଜିନିଷର ଦର ଦାମ ଆକାଶ ଛୁଆଁ। ପରିବା ଠାରୁ ଆରମ୍ଭ କରି ମାଛ ମାଂସ ପର୍ଯ୍ୟନ୍ତ। ଏପଟେ ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ ହେଉଥିବା ବେଳେ ସେପଟେ ମିଳୁଛି ମାତ୍ର ୫୦ ଟଙ୍କାରେ କିଲୋଟେ ମାଛ। ଯିଏ ଯେତେ ପାରୁଛି ଘରକୁ ବୋହି ନେଇଯାଉଛି।…

ଅକ୍ଷୟଙ୍କୁ ଠକିଛନ୍ତି କି ପ୍ରଯୋଜକ, କାହିଁକି କହିଲେ ଏମିତି

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ନିକଟରେ ସ୍ୱୀକାର କରିଛନ୍ତି ଯେ କିଛି ନିର୍ମାତା ଏପର୍ଯ୍ୟନ୍ତ ତାଙ୍କ ଦେୟ ପ୍ରଦାନ କରିନାହାଁନ୍ତି। ଅକ୍ଷୟ କୁମାରଙ୍କ ନାମ ଇଣ୍ଡଷ୍ଟ୍ରିରେ ଅଧିକ ପେମେଣ୍ଟ ନେଉଥିବା ଅଭିନେତା ମାନଙ୍କ ମଧ୍ୟରେ ସାମିଲ। କିନ୍ତୁ ସେ କହିଛନ୍ତି ଯେ କିଛି ନିର୍ମାତା…

କାର୍ଗିଲ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ: ସହିଦଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି, ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର ପଡିବ…

ନୂଆଦିଲ୍ଲୀ: ଆସନ୍ତାକାଲି ଜୁଲାଇ ୨୬ ତାରିଖ ହେଉଛି ୨୫ତମ କାର୍ଗିଲ ବିଜୟ ଦିବସ। ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଦିନ ସାରା ଦେଶରେ ଅନେକ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ୧୯୯୯ ମସିହାରେ ଏହି ଦିନ, ଭାରତୀୟ ସେନାର ସାହସୀ ସୈନିକମାନେ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ…

ବଦଳିଲା ରାଷ୍ଟ୍ରପତି ଭବନର ୨ଟି ଗୁରୁତ୍ବପୂର୍ଣ୍ଣ ହଲର ନାଁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଦରବାର ହଲ୍ ଏବଂ ଅଶୋକ ହଲ୍ ର ନାମ ପରିବର୍ତ୍ତନ କରାଯାଇଛି। ଏଣିକି ଦରବାର ହଲ୍ 'ଗଣତନ୍ତ୍ର ମଣ୍ଡପ' ଏବଂ ଅଶୋକ ହଲ୍ 'ଅଶୋକ ମଣ୍ଡପ' ନାମରେ ପରିଚିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାମ ପରିବର୍ତ୍ତନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ,…