ରାଜ୍ୟ ବଜେଟ୍ର ଆକାର କେତେ ବଢିବ, କ’ଣ ହେବ ନୂଆ ଘୋଷଣା ?
ଭୁବନେଶ୍ୱର: ଆଜି ପୂର୍ଣ୍ଣାଙ୍ଗ ବଜେଟ ଆଣିବେ ମୋହନ ସରକାର। ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ ଗୁରୁବାର ବିଧାନସଭାରେ ଆଗତ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ବଜେଟ୍ ଆଗତ କରିବେ। ଆଜି ଅପରାହ୍ନ ୫ଟାରେ ବଜେଟ ଉପସ୍ଥାପନ ହେବ। ଗତ…