Latest Odisha News

BREAKING NEWS

ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର

ଭୁବନେଶ୍ୱର: ଓଏଏସ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର। ୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ନିଲମ୍ବିତ କରିଥିଲେ ସରକାର। ପ୍ରାୟ ୬ ବର୍ଷ ପରେ ପୁଣି ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ପ୍ରଦାନ କରିଛନ୍ତି…

ନିଟ୍ ପେପର ଲିକ୍; ୬୦ ଲକ୍ଷରେ ପ୍ରଶ୍ନପତ୍ର ବିକ୍ରୀ! 

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍‌ ମାମଲାରେ ସିବିଆଇର ବଡ ଖୁଲାସା। ପ୍ରାର୍ଥୀମାନେ ୩୫ରୁ ୬୦ଲକ୍ଷ ଟଙ୍କା ଦେଇ ପ୍ରଶ୍ନପତ୍ର କିଣିଛନ୍ତି ବୋଲି ତଦନ୍ତରୁ ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବିହାରର ପ୍ରାର୍ଥୀମାନେ ୩୫ରୁ ୪୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଶ୍ନପତ୍ର କିଣିଥିଲା ବେଳେ ଅନ୍ୟ…

ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ପୁଣି ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ବର: ଚାଲିପାରୁନି ଗୃହ । ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଚତୁର୍ଥ ଦିନରେ ପୁଣି ଗୃହ ମୁଲତବି । ବିରୋଧୀ କଂଗ୍ରେସର ହଟ୍ଟଗୋଳ ଯୋଗୁଁ ଅପରାହ୍ଣ ୪ଟା ଯାଏଁ ଗୃହ ସ୍ଥଗିତ ରଖିଲେ ବାଚସ୍ପତି ସୁରମା ପାଢୀ । ଗୁରୁବାର ବିଧାନସଭାର ୪ର୍ଥ ଦିବସ ହୋଇଥିବା ବେଳେ ପ୍ରଥମରୁ…

ନିଜର କୁନି ଝିଅକୁ ମାରି ଆତ୍ମହତ୍ୟା କଲେ ବାପା

ନୟାଗଡ: ନୟାଗଡରେ ହୃଦୟ ବିଦାରକ ଦୃଶ୍ୟ । ବନ୍ଦ ଘର ଭିତରୁ ମିଳିଲା ବାପା-ଝିଅଙ୍କ ମୃତଦେହ। ନିଜର ୫ ବର୍ଷର ଝିଅଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ବାପା । ଏପରି କିଛି ଚାଞ୍ଚଲ୍ୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ସହରର ଦେବୋତ୍ତର ଲେନ ୪/୧ ରେ। ଉକ୍ତ ଲେନ୍‌ର ୬ନଂ ଘର ଭିତରୁ ବାପା ପୁଲକ…

ନାସାର ଚେତାବନୀ: ପୃଥିବୀ ଆଡକୁ ମାଡି ଆସୁଛି ୩୮୦ ଫୁଟର ଗ୍ରହାଣୁ

ନୂଆଦିଲ୍ଲୀ: ୨୦୧୧ ଏମଡବ୍ଲ୍ୟୁୱାନ ନାମକ ଏକ ବୃହତ୍ ଗ୍ରହାଣୁ ଆଜି (ଜୁଲାଇ ୨୫) ପୃଥିବୀର ନିକଟତର ହେବାକୁ ଯାଉଛି। ପ୍ରାୟ ୩୮୦ ଫୁଟର ଏହି ଗ୍ରହାଣୁ ଘଣ୍ଟା ପ୍ରତି ୨୮,୯୪୬ କିମି ବେଗରେ ପୃଥିବୀ ଆଡକୁ ମାଡି ଆସୁଛି। ଏହାକୁ ନେଇ ନାସା ଚେତାବନୀ କରିଛି। ଏହି ଗ୍ରହାଣୁକୁ ଆପୋଲୋ-କ୍ଲାସ…

ବିଶ୍ବର ୧୧ ଉତ୍ତମ ବାସୋପଯୋଗୀ ସହର ଭିତରେ ରାଜଧାନୀ ଅନ୍ୟତମ

ଭୁବନେଶ୍ବର: ବିଶ୍ବର ୧୧ ଉତ୍ତମ ବାସୋପଯୋଗୀ ସହର ସର୍ଭେରେ ଭୁବନେଶ୍ବର ସାମିଲ । ୟୁଏନ ହାବିଟାଟ୍ ଅରଗାନାଇଜେସନ ବିଶ୍ବର ୧୧ ଉତ୍ତମ ଜୀବନଯାପନ ସହରଗୁଡିକ ମଧ୍ୟରେ ଭୁବନେଶ୍ବରକୁ ବାଛିଛନ୍ତି । ଏହାର ଜୀବନଶୈଳୀର ମାତ୍ରା କିପରି ତାହା ଉପରେ ଏକ ସର୍ଭେ ଚାଲିଛି । ଦକ୍ଷିଣ ଏସିଆର…

ଝାଡ଼ାବାନ୍ତି ନେଲାଣି ୩ ଜୀବନ, ୫୦ରୁ ଅଧିକ ଆକ୍ରାନ୍ତ

ବଲାଙ୍ଗୀର: ରାଜ୍ୟରେ ପୁଣି ମୁଣ୍ଡ ଟେକିଲାଣି ଝାଡାବାନ୍ତି। ବଲାଙ୍ଗୀରରେ ଝାଡ଼ାବାନ୍ତି ନେଲାଣି ୩ ଜୀବନ। ଗୋଟିଏ ଗାଁରେ ୭ ଦିନରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ କୁରୁଲ ଗାଁରେ ବଢ଼ୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା। ଝାଡ଼ାବାନ୍ତିରେ ୩…

ଭିଜିଲାନ୍ସ ଜାଲରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ବଡ଼ ଧରଣର ଚଢାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱର, ପୁରୀ, କଟକ,…

୨୮ ତାରିଖ ପର୍ଯ୍ୟନ୍ତ ନିର୍ଧୁମ୍ ଛେଚିବ, ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟର ଅନେକ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଛି। ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି। ଆଜି କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣାଞ୍ଚଳ…

କାହିଁକି ଆତ୍ମହତ୍ୟା କଲେ ସାମ୍ବାଦିକା, ମୃତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ

ଭୁବନେଶ୍ୱର: ସାମ୍ବାଦିକାଙ୍କ ମତ୍ୟୁକୁ ନେଇ ଆସିଲା ସାଂଘାତିକ ଅଭିଯୋଗ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଥିଲା। ସ୍ବାମୀ ଓ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ ଆଣିଲେ ମୃତକଙ୍କ ବାପା। ଆତ୍ମହତ୍ୟା ପୂର୍ବରୁ ଶେଷ ଭିଡିଓ ଛାଡିଲେ ସାମ୍ୱାଦିକ…