Latest Odisha News

BREAKING NEWS

ମଧୁମିତା ମୃତ୍ୟୁ ରହସ୍ୟ…ଗିରଫ ହେଲେ ସ୍ବାମୀ

ଭୁବନେଶ୍ବର: କେମିତି ହେଲା ମହିଳା ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ? ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ନା କରାଯାଇଛି ହତ୍ୟା? ୫ବର୍ଷ ଧରି ପ୍ରେମ ସଂପର୍କ ପରେ ଗତ ମାର୍ଚ୍ଚ ୧ତାରିଖରେ ଶ୍ରୀଧର ଜେନାଙ୍କୁ ବିବାହ କରିଥିଲେ ମଧୁମିତା। ତେବେ ପାରିବାରିକ ସଂପର୍କକୁ ନେଇ ଉଭୟଙ୍କ…

ସୁକତେଲ ପ୍ରକଳ୍ପକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ସୁକତେଲ ପ୍ରକଳ୍ପକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁହାଁମୁହିଁ । ନିରଞ୍ଜନ ପୂଜାରୀଙ୍କ ଜଳସେଚନ ସମ୍ପର୍କିତ ପ୍ରଶ୍ନରୁ ସୁକତେଲ ତାତି। ସୁକତେଲ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକଙ୍କୁ ଘେରିଲେ ୨ ମନ୍ତ୍ରୀ। ବିଜେଡି ବିଧାୟକଙ୍କ ଉପରେ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର…

ପାଣି ନଉଛି ପ୍ରାଣ: ଜାଣନ୍ତୁ ପ୍ରତିବର୍ଷ କେତେ ଲକ୍ଷ ଭାରତୀୟଙ୍କ ବୁଡ଼ିଯାଇ ଜୀବନ ଯାଉଛି

ନୂଆଦିଲ୍ଲୀ:  ଲୋକଙ୍କର ବିଭିନ୍ନ ଭାବେ ମୃତ୍ୟୁ ଆସେ। ତେବେ ଏକ ଆକଳନରୁ ଜଣାପଡିଛି ଯେ ପ୍ରତିବର୍ଷ ପାଣିରେ ବୁଡି ଅନେକ ଲୋକେ ନିଜ ଜୀବନ ହରାଉଛନ୍ତି। ନଦୀରେ ଭାସିଯିବା ହେଉ କିମ୍ବା ବନ୍ୟା ବୁଡି ହେଉ, ଆମ ଦେଶରେ ପାଣିରେ ବୁଡିଯିବା ଘଟଣାର ଏକ ଆକଳନ କରାଯାଇଛି। ମିଳିତ ଜାତିସଂଘର ତଥ୍ୟ…

ଜାଲିଆତି ରୋକିବା ପାଇଁ ଟେକ୍ନୋଲୋଜିର ସାହାରା ନେବ ୟୁପିଏସସି

ନୂଆଦିଲ୍ଲୀ: ପରୀକ୍ଷାରେ ଜାଲିଆତି ରୋକିବା ପାଇଁ ଟେକ୍ନୋଲୋଜିର ସାହାରା ନେବ ୟୁନିୟନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସସି । ୟୁପିଏସି ପରୀକ୍ଷା ପ୍ରଣାଳୀରେ କିଛି ଏପରି ନୂଆ ପରିବର୍ତ୍ତନ କରିବାକୁ ଯାଉଛି ୟୁପିଏସି । ଏଣିକି ଆଧାରକାର୍ଟ ସହ ଜଡିତ ଫିଙ୍ଗରପ୍ରିଣ୍ଟ, ପରୀକ୍ଷା…

ଅଗଷ୍ଟ ୮ଯାଏଁ ବଢିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ଅର୍ଥ ହେରଫେର ତଥା ଦୁର୍ନୀତି ମାମଲାରେ ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ବଢାଇ ଦେଇଛନ୍ତି। ଅର୍ଥ ହେରଫେର ମାମଲାରେ ସ୍ୱତନ୍ତ୍ର ଜଜ୍ କାଭେରୀ ବାୱେଜା ଜୁଲାଇ ୩୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ…

କଙ୍ଗନା ରଣାୱତଙ୍କ ସଂସଦ ସଦସ୍ୟତା ରଦ୍ଦ କରିବାକୁ ହେଉଛି ଦାବି, ହାଇକୋର୍ଟ ଜାରି କଲେ ନୋଟିସ

ମଣ୍ଡି: ବଲିଉଡ ଅଭିନେତ୍ରୀ ତଥା ହିମାଚଳର ମଣ୍ଡିରୁ ବିଜେପି ସାଂସଦ କଙ୍ଗନା ରାନାୱତଙ୍କରକ ସଦସ୍ୟତା ବିରୋଧରେ ହିମାଚଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନରେ କଙ୍ଗନାଙ୍କର ସଂସଦର ସଦସ୍ୟତା ବାତିଲ କରିବାକୁ ଦାବି କରାଯାଇଛି। ଏହି ଆବେଦନ ଉପରେ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ…

ସମ୍ପତି ଦେଖି ଆଶ୍ଚର୍ଯ୍ୟ ଟିମ୍, ଇଞ୍ଜିନିୟରଙ୍କର ୩୪ଟି ପ୍ଲଟ

ଭୁବନେଶ୍ୱର: ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତଙ୍କର ବିପୁଳ ସମ୍ପତ୍ତି ଠାବ। ଭୁବନେଶ୍ବରରେ ୨ଟି ବହୁତଳ କୋଠା, ପୁରୀରେ ୨ଟି ଫ୍ଲାଟ ଠାବ କଲା ଭିଜିଲାନ୍ସ। ସେପଟେ ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରେ ମୋଟ ୩୪ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ଏଥିସହ ଚଢ଼ାଉ ବେଳେ ୨ଟି…

ଜୁଲାଇ ୨୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍

ସମ୍ବଲପୁର: ଆସନ୍ତା ଜୁଲାଇ ୨୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବନ୍ୟାଜଳ ନିଷ୍କାସନ ପାଇଁ ପୂଜାପାଠ କରାଯାଇ ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବ।ହୀରାକୁଦ ଡ୍ୟାମ…

ଖଣି ସମ୍ପଦ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ, ଜାଣନ୍ତୁ ଓଡିଶାକୁ ମିଳିବ କି ଫାଇଦା?….

ଭୁବନେଶ୍ବର:  ଖଣି ସମ୍ପଦ ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ । କହିଲେ, ରୟାଲିଟି ଟ୍ୟାକ୍ସ ନୁହେଁ । ଏନେଇ ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ୯ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ରୟାଲଟି ଟ୍ୟାକ୍ସ ସହିତ ସମାନ ନୁହେଁ। କୋର୍ଟ ଆହୁରି ମଧ୍ୟ…

ଅଟଳ ସେତୁରୁ ଡେଇଁଲେ ଯୁବ ଇଞ୍ଜିନିୟର

ମୁମ୍ବାଇ: ମୁମ୍ବାଇର ଅଟଳ ସେତୁରୁ ଡେଇଁ ଜଣେ ୩୮ ବର୍ଷୀୟ ଯୁବ ଇଞ୍ଜିନିୟର ବୁଧବାର ଆତ୍ମହତ୍ୟା କରିଛନ୍ତି। ପୋଲିସ ସ୍ଥାନୀୟ ଲୋକ ଓ କୋଷ୍ଟଗାର୍ଡଙ୍କ ସାହାଯ୍ୟରେ ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଥିଲା,ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ମୃତଦେହ ମିଳିପାରି ନାହିଁ। ମୃତକ ଜଣକ ଡୋମ୍ବିଭ୍‌ଲିର…