ନୀତୀଶ, ନାଇଡୁଙ୍କ ଉପରେ ମୋଦି ମେହେରବାନ
ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା , ତାହା ହିଁ ହେଲା । ବଜେଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ମେହେରବାନ ହୋଇଛନ୍ତି ମୋଦି ସରକାର । ନୀତୀଶଙ୍କ ଜେଡିୟୁ ଓ ନାଇଡୁଙ୍କ ଟିଡିପିର ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଉପରେ ମୋଦି…