ଭିଜିଲାନ୍ସ ଜାଲରେ ସରପଞ୍ଚ ମ୍ୟାଡାମ୍
ଅନୁଗୁଳ: ଭିଜିଲାନ୍ସ ଜାଲରେ ସରପଞ୍ଚ ମ୍ୟାଡାମ୍ । ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ଗ୍ରାମପଞ୍ଚାୟତ ସରପଞ୍ଚ ମାମାଲି ସାମଲ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ ।
ସୂଚନା ଅନୁସାରେ, ମନରେଗା ଯୋଜନା ଅଧିନରେ ପୋଖରି…