ଆଇପିଏଲ ୨୦୨୫: ଧୋନୀଙ୍କ ସ୍ଥାନ ନେବେ ପନ୍ତ, ରୋହିତ ମୁମ୍ବାଇ ଛାଡି ପାରନ୍ତି
ମୁମ୍ବାଇ: ଆଇପିଏଲ ୨୦୨୫ରେ ସମସ୍ତ ଟିମଗୁଡିକ ନୂଆ ରୂପ ନେବାକୁ ଯାଉଛନ୍ତି । ଅଧିକାଂଶ ଷ୍ଟାର ଖେଳାଳି ନୂଆ ଦଳକୁ ଯାଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଚେନ୍ନାଇ ସୁପର କିଙ୍ଗସ ଦଳର ମୂଖ୍ୟ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କ ବଦଳରେ ରିଷଭ ପନ୍ତଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି ।…