ଇନ୍ଦୋରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ବିଜେପି ନେତାଙ୍କୁ ଗୁଳି ମାଡ । ଇନ୍ଦୋରର ଏମଜି ରୋଡ ଥାନା ଅଞ୍ଚଳରେ ବିଜେପି କ୍ୟାବିନେଟ ମନ୍ତ୍ରୀ କୈଳାସ ବିଜୟବର୍ଗିୟଙ୍କ ଘନିଷ୍ଠ ବନ୍ଧୁ ମୋନୁ କଲ୍ୟାଣେଙ୍କୁ ଗୁଡି ମାଡ କରି ହତ୍ୟା କରାଯାଇଛି । ମୋନୁ ମଧ୍ୟପ୍ରଦେଶର ବିଜେପି ଯୁବ ମୋର୍ଚ୍ଚାର ନଗର…