ପ୍ୟାରିସ ଅଲିମ୍ପିକ୍ସ: ସୁରକ୍ଷା ପାଇଁ ନିୟୋଜିତ ହେବେ ଭାରତର କେ୯ କୁକୁର
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପାଇଁ ଫ୍ରାନ୍ସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ଫ୍ରାନ୍ସ ପକ୍ଷରୁ ଭାରତକୁ ସୁରକ୍ଷା ନେଇ ଏକ ବିଶେଷ ଅନୁରୋଧ କରାଯାଇଛି । ଭାରତୀୟ ସୁରକ୍ଷା ବଳରେ ପ୍ରଶିକ୍ଷିତ କେ୯ କୁକୁରକୁ ପଠାଇବା କୁହାଯାଇଛି ।…