Latest Odisha News

BREAKING NEWS

ଭିଜିଲାନ୍ସ ରେଡ୍ ବେଳେ କାଶୀପୁର ଜେଇଙ୍କ ଘରୁ ମିଳିଲା ୩୦ ଭରି ସୁନା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌। ଜେଇଙ୍କୁ ଭିଜିଲାନ୍ସ ଧରିବା ବେଳେ ଛାନିଆ ହୋଇ ବାବୁ ମୂର୍ଚ୍ଛା ହୋଇଯାଇଥିବା ଜଣାପଡିଛି। ଏହି ରେଡରେ କାଶୀପୁର…

ପଦ ଛାଡିଲେ ଜେଡିୟୁ ନେତା କେ.ସି ତ୍ୟାଗି

ନୂଆଦିଲ୍ଲୀ: ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଲେ ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗି । ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରୀୟ ମୁଖପାତ୍ର ପଦ ଛାଡିଲେ ତ୍ୟାଗି । ତ୍ୟାଗିଙ୍କ ଇସ୍ତଫା ପରେ ରାଜୀବ ରଞ୍ଜନ ପ୍ରସାଦଙ୍କୁ ନୂଆ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି କରାଯାଇଛି । ଦଳର ମହାସଚିବ…

‘ଯାହା କହିଛି ତାହା କରୁଛି ବିଜେପି, ଆଉ ବିଶୃଙ୍ଖଳାକାରୀଙ୍କୁ ଛଡାଯିବନି’

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି ବିଜେପି ସଂକଳ୍ପ ପତ୍ରରେ ଯାହାଯାହା କହିଥିଲା ତାହା କରି ଦେଖାଉଛି । ସେ ସୁଭଦ୍ରା ଯୋଜନା ହେଉକି ରତ୍ନ ଭଣ୍ଡାର କି ୪ ଦ୍ବାର ଖୋଲିବା…

ମାତିଛନ୍ତି ବ୍ରାଣ୍ଡେଡ୍ ଫୋନ ଲୁଟେରା, ଟ୍ରକରୁ ଲୁଟି ନେଲେ ୧୫୦୦ଟି ‘ଆଇଫୋନ୍’

ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ମାତିଛନ୍ତି ଆଇଫୋନ୍ ଲୁଟେରା। ଡକାୟତମାନେ ଟ୍ରକ ଡ୍ରାଇଭରକୁ ନିଶା ଦେଇ ୧୧ କୋଟି ଟଙ୍କା ମୂଲ୍ୟର ୧୫୦୦ ଆଇଫୋନ୍ ଲୁଟ୍ କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶ ପୋଲିସର ଅବହେଳା ପାଇଁ ଜଣେ ପୋଲିସ…

ସିଂହୀ ବିଜଲି କୋଳରୁ ଆଖି ବୁଜିଲେ ୨ ଶାବକ

ବାରଙ୍ଗ: ଗତ ଗୁରୁବାର ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ଖେଳିଯାଇଥିଲା ଖୁସିର ଲହରୀ । ସିଂହୀ ବିଜଲି ଜନ୍ମ ଦେଇଥିଲା ୫ ଶାବକ । ହେଲେ ଏଥିରୁ ଦୁଇ ଦିନରେ ଦୁଇଟି ଶାବକ ଆଖି ବୁଜିଲେଣି । ତେବେ ଜନ୍ମ ଦେବା ପରେ ବିଜଲି ଏହି ଦୁଇ ଶାବକଙ୍କୁ ଗ୍ରହଣ କରିନଥିଲା । ଯାହା ଫଳରେ ମା କ୍ଷୀରରୁ…

ସେପ୍ଟେମ୍ବର ସରିବା ପୂର୍ବରୁ କରିନିଅନ୍ତୁ ଏହି ସବୁ କାମ, ନହେଲେ ପସ୍ତେଇବେ

ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ପହିଲା । ନୂଆ ମାସ ଆରମ୍ଭ ହେବା କ୍ଷଣି ଆଜି ଦେଶରେ ଅନେକ କିଛି ନିୟମରେ ପରିବର୍ତ୍ତନ ହେବା ସହିତ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯାହାସବୁ ଆପଣମାନଙ୍କୁ ନିହାତି ଜାଣିବାର ଆବଶ୍ୟକ ରହିଛି । ନହେଲେ ପଛରେ ପସ୍ତେଇବେ । ଆଜିଠୁ ନିୟମ ଲାଗୁ ହେବା କ୍ଷଣି…

କବିତା ନିରଂତର : ଭାବର ବାହନ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ପଢ଼ିନାହିଁ ମୁହିଁ ଖୁବ୍‌ ବେଶି ବହି ସ୍ବାନୁଭୂତିରୁ ଲେଖି ଆଉ କହି ହୋଇଛିଁ କେବଳ ଜଣେ ଭାଷାପ୍ରେମୀ ସାହିତ୍ଯ କାନନେ କେବେ ବି ନ ଭ୍ରମି କାନରେ ଶୁଣି ମୁଁ ଶିଖିଅଛିଁ ଭାଷା ସେ ଶୁଣାକଥାକୁ କରେଁ ମୁଁ ଭରସା…

ବଢୁଛି ଡେଙ୍ଗୁ: ଦିନକେ ୫୦ ପାର୍, ରାଜଧାନୀରେ ରୋଗୀ ସଂଖ୍ୟା ୧୦୦୬

ଭୁବନେଶ୍ୱର: ରାଜଧାନୀକୁ ଡରାଇଲାଣି ଡେଙ୍ଗୁ। ଦିନକରେ ୫୧ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଭୟଭୀତ ରାଜଧାନୀବାସୀ। ପ୍ରତି ଗଳିକନ୍ଦିରେ ଡେଙ୍ଗୁ ମଶାର ରାଜୁତି ବଢିଚାଲିଛି। ମଶା କାମୁଡାରେ ପଟିଆଠାରୁ ଆରମ୍ଭ କରି ଖଣ୍ଡଗିରି ଏବଂ ନୟାପଲ୍ଲୀଠାରୁ ସହିଦନଗର ସବୁଠି ଲୋକେ କଲବଲ। ସେହିପରି…

ସ୍ୱଳ୍ପ ଗଳ୍ପ : ଏକ ବିଶେଷ ନିର୍ଦ୍ଦେଶିକା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯୨ ପ୍ରଥମରୁ କହିବାକୁ ଚାହିଁବି ଏଇ ନିର୍ଦ୍ଦେଶିକା ଭଳି ଏକ ସର୍ବସାଧାରଣ ପାଳନଯୋଗ୍ୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଭଳି ସାମର୍ଥ୍ୟ ଉପସ୍ଥିତ ଲେଖକର ଆଦୌ ତାହାର ତରୁଣକାଳରେ ନଥିଲା ବା ଏବେ ମଧ୍ୟ ନାହିଁ। ତେଣୁ ଏହାର…

ମୁକୁନ୍ଦପ୍ରସାଦ ହତ୍ୟା ଘଟଣା: ବଳବତ୍ତର ୧୬୩ ଧାରା, ଗିରଫଦାରୀ ୧୧ ଛୁଇଁଲା

ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟାକୁ ୮ ଦିନ ବିତିଯାଇଥିଲେ ବି ଏବେ ମଧ୍ୟ ସଂପୃକ୍ତ ଅଞ୍ଚଳରେ ଜାରି ରହିଛି ୧୬୩ ଧାରା । ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ । ଅନ୍ୟପଟରେ ଗୋଷ୍ଠୀ ସଂଘର୍ଷ ନେଇ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ କରି ଏଯାବତ ମୋଟ ୧୧ ଜଣଙ୍କୁ ଗିରଫ କରିଛି ।…