ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସରକାର
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସରକାର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ସର୍ବଦଳୀୟ ବୈଠକ ଡାକିଛନ୍ତି। ଯଦି ରାହୁଲ ଗାନ୍ଧୀ ଯୋଗ ଦିଅନ୍ତି, ତେବେ ଏହା ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କର ସର୍ବଦଳୀୟ ବୈଠକ ହେବ।
କେନ୍ଦ୍ର…