Latest Odisha News

BREAKING NEWS

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ଅଛି, ଶାନ୍ତି ବଜାୟ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିରୋଧୀଦଳ ନେତା ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜବାବ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧୀଦଳ ନେତା ପ୍ରଶ୍ନ କରି ଉତ୍ତର ଶୁଣିବାକୁ ଗୃହରେ ଉପସ୍ଥିତ ନାହାନ୍ତି । ବୋଧହୁଏ ତାଙ୍କର ବିଧାନସଭାଠୁ ଅନ୍ୟକିଛି…

ଆସନ୍ତା କାଲିଠୁ ‘ସୁଭଦ୍ରା‘ ପଞ୍ଜୀକରଣ, ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି

ଭୁବନେଶ୍ଵର: ଆସନ୍ତା କାଲିଠୁ ‘ସୁଭଦ୍ରା‘ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆବେଦନ ଫର୍ମ ପୂରଣ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟରେ ସୁଭଦ୍ରା ଫର୍ମ ମିଳିବ । ଏଥିସହ ମୋ ସେବା…

ମୋହନ ବାଗାନକୁ ହରାଇ ନର୍ଥଇଷ୍ଟ ୟୁନାଇଟେଡ ଜିତିଲା ଡୁରାଣ୍ଡ କପ

କୋଲକାତା: ମୋହନ ବାଗାନକୁ ପେନାଲ୍ଟି ଶୁଟଆଉଟରେ ହରେଇ ନର୍ଥଇଷ୍ଟ ୟୁନାଇଟେଡ ଡୁରାଣ୍ଡ କପ ୨୦୨୪ ଫୁଟବଲ ଟୁର୍ଣ୍ଣାମେଂଟର ଟାଇଟଲ ହାସଲ କରିଛି । ଏଥିସହ ପ୍ରଥମ ଥର ପାଇଁ ନର୍ଥଇଷ୍ଟ କ୍ଲବ ଟ୍ରଫି ହାସଲ କରିବା ଗୌରବ ଅର୍ଜନ କରିଛି । ଫାଇନାଲ ମ୍ୟାଚ ବେଶ ରୋମାଂଚପୂର୍ଣ୍ଣ ରହିଥିଲା । ଜେସନ…

ଦକ୍ଷିଣ ଇରାନରେ ୮୦ ଡିଗ୍ରୀ ଟପିଲା ତାପମାତ୍ରା! 

ତେହରନ: ଦକ୍ଷିଣ ଇରାନରେ ଏକ ସ୍ଥାନର ତାପମାତ୍ରା ପୃଥିବୀର ସବୁ ରେକର୍ଡକୁ ପାର୍ କରିଛି । ହିଟ୍ ଇଣ୍ଡେକ୍ସ ପାରଦ ୮୨.୨ ଡିଗ୍ରୀ ସେଲସିୟସ ଛୁଇଁଥିବା କୁହାଯାଇଛି । ଯାହା ଫଳରେ ତୁରନ୍ତ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଏହି ହିଟ୍ ଇଣ୍ଡେକ୍ସ ପୃଥିବୀରେ ଏପର୍ଯ୍ୟନ୍ତ ରେକର୍ଡ…

ବଢିଲା ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନାର ଅବଧି

ଭୁବନେଶ୍ଵର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ଯ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ…

ଲାଞ୍ଚ ନେବା ବେଳେ ଧରାପଡିଲେ, ଭିଜିଲାନ୍ସକୁ ଦେଖି ଅଚେତ ହୋଇଗଲେ

ରାୟଗଡ଼ା: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଜାଲରେ କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ୨୫ ହଜାର ଲାଞ୍ଚ ନେବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ ଧରିଲା ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ଅଚେତ ହୋଇପଡ଼ିଲେ ଯନ୍ତ୍ରୀ । ଅଚେତ…

ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ…

ମା’କୁ ମାରିବା ପରେ ଇନଷ୍ଟାଗ୍ରାମରେ ଲେଖିଲେ; ମୋତେ କ୍ଷମା କରିଦେବ… 

ଅହମ୍ମଦାବାଦ: ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ମାଆକୁ ହତ୍ୟା କଲେ। ତା’ପରେ ତାଙ୍କ ମୃତ ଶରୀର ସହିତ ସେଲଫି ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଗୁଜୁରାଟରେ ଘଟିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ମୃତ ମହିଳାଙ୍କ ନାମ…

ବଦଳିଲା ହରିୟାଣା ବିଧାନସଭା ମତଦାନ ତାରିଖ ଓ ଜାମ୍ମୁ କାଶ୍ମୀର ଭୋଟ ଗଣତି ତାରିଖ

ନୂଆଦିଲ୍ଲୀ: ବଦଳିଲା ହରିୟାଣା ବିଧାନସଭା ଭୋଟ ଗ୍ରହଣ ତାରିଖ । ତାରିଖ ବଦଳାଇଲେ ଇସିଆଇ । ଅକ୍ଟୋବର ୧ ବଦଳରେ ଅକ୍ଟୋବର ୫ରେ ହେବ ଭୋଟ ଗ୍ରହଣ । ବିଷ୍ଣୋଇ ସଂପ୍ରଦାୟର ପର୍ବକୁ ଦୃଷ୍ଟିରେ ରଖି ତାରିଖ ବଦଳାଇଲେ ଇସିଆଇ। ସେପଟେ ହରିୟାଣା ଭୋଟ୍‌ ତାରିଖ ବଦଳିବା ସହ ବଦଳିଲା ଭୋଟ ଗଣତି ତାରିଖ ।…

ପାରା ଅଲିମ୍ପିକ୍ସ: ଶୁଟିଂରେ ରୁବିନାଙ୍କୁ ବ୍ରୋଞ୍ଜ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର ତୃତୀୟ ଦିବସରେ ଭାରତୀୟ ଶୁଟର ରୁବିନା ଫ୍ରାନ୍ସିନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ(ଏସଏଚ୧)ରେ ସେ ଏହି ସଫଳତା ପାଇଛନ୍ତି । ରୁବିନା ୨୧୧.୧ ପଂଏଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଏଥିସହ ଭାରତର ପଦକ ସଂଖ୍ୟା ୫ରେ ପଂହଚିଛି ।…