କେଦାରନାଥରୁ ସୁନା ଗାଏବ ଅଭିଯୋଗ, ବର୍ଷିଲେ ଶଙ୍କରାଚାର୍ଯ୍ୟ
ନୂଆଦିଲ୍ଲୀ: ଭାରତର ପ୍ରାଚୀନ ଶୈବପୀଠ କେଦାରନାଥରୁ ସୁନା ଚୋରି ଅଭିଯୋଗ ଆଣିଛନ୍ତି ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବର ଆନନ୍ଦ।
କେଦାରନାଥରୁ ୨୨୮ କେଜି ସୁନା ଗାଏବ କରାଯାଇଛି ବୋଲି ଅଭିଯୋଗ ଲଗାଇଛନ୍ତି ସ୍ବାମୀ ଅଭିମୁକ୍ତେସ୍ବର ଆନନ୍ଦ । ଏଭଳି ବାଦବିବାଦ ମଧ୍ୟରେ…