ରାସ୍ତା କଡକୁ ଓଲଟିଲା ସ୍କୁଲ ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ
ଭଦ୍ରକ: ରାସ୍ତା କଡକୁ ଓଲଟିଲା ସ୍କୁଲ ଭ୍ୟାନ । ଏଥିରେ ୧୦ ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାରେ । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ସ୍କୁଲ ଛୁଟିହେବା ପରେ…