Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୧୦ କୋଟି ଛୁଇଁଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ୧୦୦ ମିଲୟନ ବା ୧୦ କୋଟି ଛୁଇଁଛି। ବିଶ୍ୱରେ ସାମ୍ବିଧାନିକ ପଦରେ ଥିବା କୌଣସି ନେତାଙ୍କୁ 'ଏକ୍ସ'ରେ ଏତେ ସଂଖ୍ୟକ ଲୋକ ଅନୁସରଣ କରିବା ପ୍ରଥମ ଘଟଣା। ଖାସ କଥା ହେଉଛି, ଗତ ତିନିବର୍ଷ ମଧ୍ୟରେ ମୋଦୀଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ପ୍ରାୟ ୩୦…

ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ, ସେନାର ଗୁଳିରେ ୩ ଆତଙ୍କୀ ନିପାତ

ଶ୍ରୀନଗର: ପୁଣି ଭାରତୀୟ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ରବିବାର ଜମ୍ମୁ-କାଶ୍ମୀରର କିରଣ ସେକ୍ଟର ନିକଟ ନିୟନ୍ତ୍ରଣ ସୀମା ରେଖା (LOC)ରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେବାର ଯବାନ ମାନେ। ଭାରତ-ପାକିସ୍ଥାନ ସୀମା ନିକଟରେ ଥିବା ଏହି ଅଞ୍ଚଳରେ ସର୍ଚ୍ଚ…

ଜମ୍ମୁ-କଶ୍ମୀରରେ ସ୍ମାର୍ଟ ଫୋନ ଛଡାଉଛନ୍ତି ଆତଙ୍କାଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ସ୍ମାର୍ଟଫୋନ ଛଡେଇବା ଆରମ୍ଭ କରିଛନ୍ତି । ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ସ୍ଥାନୀୟ ବାସିନ୍ଦା ଆଲର୍ଟ ରହିଛନ୍ତି । ଭିନ୍ନ ଭିନ୍ନ ମୋବାଇଲ ଫୋନ ବ୍ୟବହାର କରିବା ଯୋଗୁ ସେମାନଙ୍କୁ ଧରିବାରେ ସୁରକ୍ଷାକର୍ମୀ ବିଫଳ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରୁ ବାଦ୍‌ ପଡ଼ିଲା ‘ତ୍ରିଶା’ ହସ୍ପିଟାଲ

ଭୁବନେଶ୍ୱର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରୁ ବାଦ୍‌ ପଡ଼ିଲା 'ତ୍ରିଶା' ହସ୍ପିଟାଲ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ 'ତ୍ରିଶା' ହସ୍ପିଟାଲ ବାଦ୍ କରିଦେଇଛନ୍ତି ରାଜ୍ୟ ସରକାର। ଗତକାଲି କଟକ 'ତ୍ରିଶା' ହସ୍ପିଟାଲରେ ନିଆଁ ଲାଗିଥିଲା। ଯାଞ୍ଚ ପ୍ରକ୍ରିୟା ଜାରି ଥିବାରୁ…

ଫଟୋଚିତ୍ର ପ୍ରଦର୍ଶନୀରେ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା

ପୁରୀ : ଶରଧାବାଲିର ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଫଟୋଚିତ୍ର ଦର୍ଶକଙ୍କୁ ଅଭିଭୂତ କରୁଛି । ପୌରାଣିକ କଥାବସ୍ତୁ ଅନୁସାରେ…

ଜିମ୍ବାୱେ ବିପକ୍ଷରେ ଭାରତ ୪-୧ରେ ସିରିଜ ବିଜୟୀ

ହରାରେ: ଏଠାରେ ଅନୁଷ୍ଠିତ ଜିମ୍ବାୱେ ବିପକ୍ଷ ୫ମ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୨ ରନରେ ବିଜୟ ହାସଲ କରିଛି । ଏଥିସହ ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୪-୧ରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ବିନିମୟରେ ୧୬୭ ରନ ସଂଗ୍ରହ କରିଥିଲା । ସଞ୍ଜୁ ସାମସନ…

ଅନଲାଇନରେ ବିକ୍ରୀ ହେଉଛି ଟ୍ରମ୍ପଙ୍କୁ ଗୁଳିମାଡ଼ ବେଳର ଫଟୋ ଥିବା ଟି-ସାର୍ଟ

ପେନସିଲଭାନିଆ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପେନସିଲଭାନିଆରେ ଆଜି ଆକ୍ରମଣ କରାଯାଇଥିଲା।ଆକ୍ରମଣ ପରେ ଟ୍ରମ୍ପ ହାତମୁଠା ଦେଖାଉଥିବା ଫଟୋ ବେଶ ଲୋକପ୍ରିୟ ହୋଇଯାଇଛି। ଆଉ ଯାହାର ଫାଇଦା ଉଠାଇଛି ଚୀନ। ଚୀନ କମ୍ପାନି ଗୁଡିକ ଟ୍ରମ୍ପଙ୍କ ସେହି ହାତମୁଠା ଥିବା ଫଟୋକୁ…

ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପୂର୍ବରୁ ଓ ପରେ ଭିଡିଓଗ୍ରାଫି କରିଛୁ: ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ: ଆଜି ବହୁ ପ୍ରତିକ୍ଷୀତ ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟ ସରକାରଙ୍କ ଏସଓପି ମୁତାବକ ରତ୍ନଭଣ୍ଡାର ଖୋଲି ଭିତରକୁ ପ୍ରବେଶ କରିଥିଲେ ଅଧିକୃତ ସଦସ୍ୟମାନେ । ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା। ହେଲେ ଭିତର ରତ୍ନଭଣ୍ଡାର ଖୋଲାଯାଇନି। ଆଉ ଦିନେ ଦିନ ଧାର୍ଯ୍ୟ କରି ରତ୍ନଭଣ୍ଡାର ଖୋଲାଯିବ…

ପାକିସ୍ତାନ ଉପରେ ଲାଇଭ୍ ସୋ’ରେ ବର୍ଷିଲେ ହରଭଜନ

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ହରଭଜନ ସିଂଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ଅନୁଯାୟୀ, ହରଭଜନ ସିଂ ପାକିସ୍ତାନର ଲାଇଭ୍ ସୋ’ରେ ଜୋରଦାର…

ପୂର୍ବତନ ଖେଳାଳିଙ୍କ ଉଦ୍ୟମ ଯୋଗୁ ଗାଏକ୍ୱାଡଙ୍କୁ ଆର୍ଥୀକ ସହାୟତା ଯୋଗାଇଲା ବିସିସିଆଇ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବ ଖେଳାଳି ଓ ଟିମ ଇଣ୍ଡିଆର ପୂର୍ବତନ କୋଚ ଅଂଶୁମାନ ଗାଏକ୍ୱାଡଙ୍କୁ ଶେଷରେ ଆର୍ଥୀକ ସହାୟତା ବିସିସିଆଇ ଯୋଗାଇଛି । ଗାଏକ୍ୱାଡ ଦୀର୍ଘ ଦିନ ହେବ ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ସହଯୋଗ କରିବା…