Latest Odisha News

BREAKING NEWS

ଗୋଟିଏ ରାତିରେ ୧୫ଟି ଘରୁ ଚୋରି, ୪୦ ଲକ୍ଷରୁ ଅଧିକ ସୁନା ଗହଣା ଲୁଟ୍

ସୁନ୍ଦରଗଡ଼: ଗୋଟିଏ ରାତିରେ ୧୫ଟି ଘରୁ ଚୋରି। ରାତାରାତି ୪୦ ଲକ୍ଷରୁ ଅଧିକ ସୁନା ଗହଣା ଲୁଟି ନେଲେ ଲୁଟେରା। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ। ଏହି କଲୋନୀରେ ହୋଇଛି ବଡ଼ ଧରଣର ଚୋରି। ଗୋଟିଏ ରାତିରେ କଲୋନୀର ୧୫ଟି ଘରୁ ପାଖାପାଖି ୪୦…

ରତ୍ନଭଣ୍ଡାର ଖୋଲିବା ପରେ ବଡ ବୟାନ ଦେଲେ ମୁଖ୍ୟ ପ୍ରଶାସକ

ପୁରୀ: ୪୬ ବର୍ଷ ପରେ ପୁଣି ସେହି ଐତିହାସିକ ଦିନ । ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ରତ୍ନଭଣ୍ଡାର ଭିତର ତଦାରଖ କରି ରତ୍ନ ସିଫ୍ଟ କରିଛନ୍ତି ନିୟୋଜିତ ୧୧ ଜଣିଆ ସଦସ୍ୟ । ତେବେ ଏହା ପରେ ରତ୍ନଭଣ୍ଡାର ବାହାରକୁ ଆସିବା ପରେ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ…

ଅଲିମ୍ପିକ୍ସର ଫ୍ରେଞ୍ଚ କନେକସନ

ନୂଆଦିଲ୍ଲୀ: ଅଲିମ୍ପିକ କ୍ରୀଡା ହେଉଛି ଗ୍ରୀସର ଅବଦାନ । ପ୍ରାଚୀନ ଗ୍ରୀସ ଥିଲା ଅଲିମ୍ପିକ କ୍ରୀଡାର ଉତ୍ପତ୍ତି ସ୍ଥଳ । କିନ୍ତୁ ଜଣେ ଫରାସୀ ଭଦ୍ରଲୋକ ଯଦି ଉଦ୍ୟମ କରିନଥାନ୍ତେ, ତାହା ହେଲେ ଅଲିମ୍ପିକ କ୍ରୀଡା ହୁଏତ ଇତିହାସ ପୃଷ୍ଠାରେ ହିଁ ରହିଯାଆନ୍ତା। ଅଲିମ୍ପିକ କ୍ରୀଡା ପୁନଃ ଆରମ୍ଭ…

ମଣିପୁର ହିଂସା: ପାଟ୍ରୋଲିଂ ବେଳେ ପୋଲିସ ସହ ସିଆରପିଏଫଙ୍କ ଉପରେ ଆକ୍ରମଣ, ଜଣେ ଯବାନ ସହିଦ

ଇମଫାଲ: ମଣିପୁରରୁ ପୁଣି ଏକ ମାମଲା ସାମ୍ନାକୁ ଆସିଛି, ଯାହାକି ଆଶ୍ଚର୍ଯ୍ୟ କରିଛି। ମଣିପୁର ହିଂସାରେ ପୁଣି ଜଣେ ଯବାନ ସହିଦ ହୋଇଛନ୍ତି। ସନ୍ଦିଗ୍ଧ ଉଗ୍ରବାଦୀମାନେ ମଣିପୁରର ଜିରିବାମରେ ସିଆରପିଏଫ୍ ଏବଂ ରାଜ୍ୟ ପୋଲିସର ମିଳିତ ଟିମ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ସିଆରପିଏଫ୍…

ଅନନ୍ତ ଅମ୍ବାନିଙ୍କ ବାହାଘର; ଅତିଥିଙ୍କୁ ମିଳିଲା ୧.୫ କୋଟିର ଉପହାର

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବାହାଘର ଗତ ଜୁନ ୧୨ରେ ଧୁମଧାମରେ ସମ୍ପନ୍ନ ହୋଇଯାଇଛି। ଜୁଲାଇ ୧୪ ଅର୍ଥାତ୍ ଆଜି ମୁମ୍ବାଇରେ ଏକ ରିସେପ୍‌ସନ୍ ପାର୍ଟିର ଆୟୋଜନ କରୁଛନ୍ତି। ତେବେ ଏହି ଗ୍ରାଣ୍ଡ…

ବିସିସିଆଇ ସହ ଗୌତମଙ୍କ ‘ଗମ୍ଭୀର’ ସମସ୍ୟା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ମହଲରେ ଗୌତମ ଗମ୍ଭୀର ଟିକେ ଅଲଗା ମିଜାଜର ବ୍ୟକ୍ତି । ଲଢୁଆ ଓ ସ୍ପଷ୍ଟବାଦୀ । ଭାରତର ଏହି ପୂର୍ବତନ ଟେଷ୍ଟ କ୍ରିକେଟର ଜଣକ ଏବେ ଟିମ୍ ଇଣ୍ଡିଆ ହେଡ୍ କୋଚ୍ । ଗମ୍ଭୀର ଟିମ୍ ଇଣ୍ଡିଆ ନୂଆ କୋଚ୍ ଘୋଷିତ ହେଲା ପରେ ଦଳର ସପୋର୍ଟ ଷ୍ଟାଫ୍ ନେଇ ସେ ଦେଇଥିବା…

ଅସୁସ୍ଥ ସ୍ବାମୀଙ୍କୁ ପିଠିରେ ବୋହି ହସ୍ପିଟାଲ ନେଲେ ମହିଳା, ଭିଡିଓ ଭାଇରାଲ

ଭିଣ୍ଡ: ଭିଣ୍ଡ ଜିଲ୍ଲା ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଷ୍ଟ୍ରେଚର ନମିଳିବାରୁ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହି ଡାକ୍ତରଖାନା ୱାର୍ଡକୁ ନେଉଥିବାର ନଜର ଆସିଛି। ସୂଚନାନୁସାରେ,…

ଏସବୁ ଜିଲ୍ଲାରେ ବଜ୍ରପାତ ସାଙ୍ଗରୁ ବିଜୁଳି ଓ ଘଡ଼ଘଡ଼ି, ପ୍ରବଳ ବର୍ଷା ନେଇ ୩ ଘଣ୍ଟିଆ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭଲ ବର୍ଷା ରେକର୍ଡ଼ ହୋଇଛି। ଆସନ୍ତା ୧୭ ତାରିଖ ଯାଏଁ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ, ବିଜୁଳି…

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୨୭ ପଦକ 

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା (ଜୋନ୍ ଏ) ଉଦଯାପିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା। ଯୁବ ବର୍ଗରେ ଓଡ଼ିଶା ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ଟି…

ବିଏସପି ନେତାଙ୍କୁ ହତ୍ଯା ଘଟଣା; ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ନିହତ

ଚେନ୍ନାଇ: ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗ ହତ୍ୟାକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ଶନିବାର ରାତିରେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ମୃତକଙ୍କ ନାଁ ତିରୁବେଙ୍ଗଦାମ ହୋଇଥିଲା ବେଳେ ତା ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ଜଣାପଡିଛି। ତେବେ ଏହି…