Latest Odisha News

BREAKING NEWS

ଲକ୍ଷ୍ମୀ ବସକୁ ନେଇ ରାସ୍ତାକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଘରୋଇ ବସ୍ ମାଲିକମାନେ ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଧର୍ମଘଟ ଘୋଷଣା କରିଛନ୍ତି। ବସ୍ ମାଲିକ କହିଛନ୍ତି ଯେ, ଅକ୍ଟୋବର ୨୦୨୩ରେ ଏହି ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରାଯାଇଥିଲା। ପଞ୍ଚାୟତ ଏବଂ ବ୍ଲକ ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରିବାରେ ଆମର…

ଅଧିକ ଖର୍ଚ୍ଚ କରୁଥିଲେ ଦ୍ବିତୀୟ ପତ୍ନୀ; ରାସ୍ତାରୁ ହଟାଇବାକୁ ସ୍ବାମୀ କଲେ ପ୍ଲାନ

ଗ୍ୱାଲିଅର: ପତ୍ନୀଙ୍କ ଖର୍ଚ୍ଚକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ସ୍ବାମୀ। ତାପରେ ରାସ୍ତାରୁ ହଟାଇବା ପାଇଁ ରଚିଲେ ପ୍ଲାନ। ପ୍ରଥମ ପତ୍ନୀ ଥିବା ସତ୍ବେ ମଉଜ ମଜଲିସ୍ ପାଇଁ ଅନ୍ୟ ଯୁବତୀଙ୍କୁ ଦ୍ବିତୀୟ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ସୂଚନା ଅନୁଯାୟୀ, ଗ୍ୱାଲିଅରର ଝାନ୍ସୀ ରୋଡ୍ ଅଞ୍ଚଳରେ ଘଟିଛି…

ହଷ୍ଟେଲରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ବିଦା ହେଲେ ହଷ୍ଟେଲ ୱାର୍ଡେନ୍

ବାରିପଦା: ହଷ୍ଟେଲରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ ବଡ କାର୍ଯ୍ୟାନୁଷ୍ଠାନ। ଚାକିରିରୁ ବିଦା ହେଲେ ହଷ୍ଟେଲ ୱାର୍ଡେନ୍ ମୀନତି ମହାପାତ୍ର । କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ମୀନତି ମହାପାତ୍ରଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ସେପଟେ…

ୟୁପିଏସ :  ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍ ?

ନୂଆଦିଲ୍ଲୀ: ୟୁନିଫାଏଡ ପେନସନ ସ୍କିମ-ୟୁପିଏସ ଲାଗୁ ପାଇଁ ଘୋଷଣା କରିଛନ୍ତି ମୋଦି ସରକାର । ୟୁପିଏସ ଲାଗୁ ପାଇଁ ମୋଦି ସରକାରଙ୍କ ନିଷ୍ପତ୍ତି ଏକ ପଲିଟିକାଲ ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି । ନିଷ୍ପତ୍ତିର ଟାଇମିଂକୁ ନେଇ ଚର୍ଚ୍ଚା । କିଛି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ…

ହାତୀ ‘ରାମୁ’ର ମୃତ୍ୟୁ ପରେ ଆକ୍ସନ ମୋଡରେ ବନ ବିଭାଗ

ଭୁବନେଶ୍ଵର: ହାତୀ 'ରାମୁ'ର ମୃତ୍ୟୁ ପରେ ଚେତିଲା ବନ ବିଭାଗ । ନିୟୋଜିତ ସ୍ୱତନ୍ତ୍ର ସ୍କ୍ୱାଡ୍‌ଙ୍କ କାମର ହିସାବ ମାଗିଲେ ପିସିସିଏଫ୍ । ସବୁ ଆରସିସିଏଫ୍‌ଙ୍କୁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ପହଞ୍ଚିଲା ଚିଠି । ଏବେ ରାଜ୍ୟରେ ୩୯୭ ସ୍ୱତନ୍ତ୍ର ସ୍କ୍ୱାଡ୍ ବନ୍ୟଜନ୍ତୁ ସୁରକ୍ଷାରେ ନିୟୋଜିତ…

ଜିପିଏସ ଯୋଗୁ ମରୁଭୂମିରେ ବାଟବଣା ହୋଇ ଚାଲିଗଲା ଭାରତୀୟଙ୍କ ଜୀବନ

ଦୁବାଇ: ସାଉଦି ଆରବରେ କାର୍ଯ୍ୟରତ ୨୭ ବର୍ଷୀୟ ଭାରତୀୟ ନାଗରିକ ମହମ୍ମଦ ଶେହଜାଦ ଖାନଙ୍କ ଦେହାନ୍ତ ହୋଇଛି। ତେଲେଙ୍ଗାନାର ବାସିନ୍ଦା ଶେହଜାଦ ସାଉଦିର ମରୁଭୂମି ରୁବ-ଅଲ-ଖାଲି ବୁଲିବାକୁ ଯୀଇ ପ୍ରାଣ ହରାଇଛନ୍ତି। ଏହାକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସ୍ଥାନ ବୋଲି କୁହାଯାଏ। ଗଣମାଧ୍ୟମ…

ବଲିଉଡ ରଚିଛି ଷଡଯନ୍ତ୍ର, କାହିଁକି ଏମିତି କହିଲେ କଙ୍ଗନା……

ମୁମ୍ବାଇ: ମଣ୍ଡି ସାଂସଦ ତଥା ବଲିଉଡ କୁଇନ କଙ୍ଗନା ରାଣାଓ୍ବତ ଖୁବଶୀଘ୍ର ତାଙ୍କର ନୂଆ ସିନେମା ‘ଏମରଜେନ୍ସି’ରେ ନଜର ଆସିବାକୁ ଯାଉଛନ୍ତି । ସାଂସଦ ହେବା ପରେ ଏହା ତାଙ୍କ ପ୍ରଥମ ସିନେମା ଯାହା ସେପ୍ଟେମ୍ବର ୬ରେ ପରଦାରେ ଆସିବାକୁ ଯାଉଛି । ଏହି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ…

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ

ଲେବାନନ: ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଇସ୍ରାଏଲ ଏବଂ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଲେବାନନରୁ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଉପରେ ସକାଳୁ ୩୦୦ରୁ ଅଧିକ ରକେଟ ମାଡ଼ କରାଯାଇଛି। ଏହାର କଡ଼ା ଜବାବ ଦେଇଛି ଇସ୍ରାଏଲ। ୧୦୦ରୁ…

ବଡ ଖବର: ରାସନ କାର୍ଡ ଧାରକଙ୍କୁ ଆଉ ମିଳିବନି ଚାଉଳ!

ନୂଆଦିଲ୍ଲୀ: ରାସନ କାର୍ଡ ଧାରକଙ୍କ ପାଇଁ ବଡ ଖବର । ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ରାସନ କାର୍ଡଧାରୀଙ୍କ ରାସନ କାର୍ଡରେ ବଡ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ସରକାର ରେସନ କାର୍ଡଧାରୀମାନଙ୍କୁ ମାଗଣାରେ ଚାଉଳ ଦେଉଥିଲେ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନୂତନ…

୧୧୩ତମ ମନ କି ବାତ୍‌: ଯୁବପିଢିଙ୍କୁ ମୋଦୀଙ୍କ ଆହ୍ଵାନ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ମନ କି ବାତ୍‌ର ୧୧୩ତମ ସଂସ୍କରଣରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କୁ ସମ୍ବୋଧନ କରି ରାଜନୀତିକୁ ଆସିବାକୁ ଇଚ୍ଛୁକ ଥିବା ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୋଦୀ । ବର୍ତ୍ତମାନର…