Latest Odisha News

BREAKING NEWS

ବାଣ ତିଆରି ବେଳେ ବିସ୍ଫୋରଣ; ୩ ଗୁରୁତର ଆହତ, ବଡ଼ମେଡିକାଲ ସ୍ଥାନାନ୍ତର

ଯାଜପୁର: ବାଣ ତିଆରି ବେଳେ ବିସ୍ଫୋରଣ। ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଖୋସାଲପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ବାଣ ବିସ୍ଫୋରଣରେ ସିଦ୍ଧେଶ୍ବର ପାଗଡ଼, ଧନେଶ୍ବର ପାଗଡ଼ ଏବଂ ଓମ୍ ପ୍ରକାଶ ଜେନା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।…

ଦନ୍ତାହାତୀର ଗଳିତ ମୃତଦେହ ଠାବ ଘଟଣା; ନିଲମ୍ବିତ ହେଲେ ଦୁଇ ବନବିଭାଗ କର୍ମଚାରୀ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜରପଡ଼ା ରେଞ୍ଜ ମାଙ୍କଡ଼କନ୍ଦା ନାଳ ନିକଟରେ ଦନ୍ତା ହାତୀର ଗଳିତ ମୃତଦେହ ମିଳିବା ଘଟଣାରେ ୨ ବନବିଭାଗ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ବି କରାଯାଇଛି । ଜରପଡ଼ା ଫରେଷ୍ଟର୍‌ ଦିନବନ୍ଧୁ ନାୟକ ଓ ପରା ବିଟ୍‌ର ଦାୟିତ୍ବରେ ଥିବା…

ଏନ୍ଏମ୍‌ସି ଅଧ୍ୟକ୍ଷ ହେଲେ ଡ଼ା ବିଏନ୍ ଗଙ୍ଗାଧର, ମୋଦୀ କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ମେଡିକାଲ ଆସେସ୍‌ମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମ୍ଏଆର୍‌ବି)ର ସଭାପତି ଡା. ବି ଏନ୍ ଗଙ୍ଗାଧରଙ୍କୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସେ ଏନ୍ଏମ୍‌ସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ…

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ, ରଥଯାତ୍ରାରେ ପଡ଼ିପାରିବନି ବ୍ୟବସାୟିକ ଷ୍ଟଲ୍

କଟକ: ରଥଯାତ୍ରା ବେଳେ ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ବା କମର୍ସିଆଲ ଷ୍ଚଲ ଲଗାଇବା ମନା। ଏନେଇ ପୁରୀ ପୌରପାଳିକା ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । ସେହିପରି ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ…

ପୋଲିସ ନିକଟରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ଼ ପୋଲିସକୁ ପୁଣି ସଫଳତା। ଛତିଶଗଡ଼ ସୁକ୍‌ମା ଜିଲ୍ଲା ପୋଲିସ ନିକଟରେ ୨ ମାଓବାଦୀ ବୁଧବାର ଆତ୍ମସମର୍ପଣ କରଛନ୍ତି। କୋଣ୍ଟା ଅଞ୍ଚଳର ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ସୋଡି ଗଜେନ୍ଦ୍ର ଓରଫ ହଡମା ଓ ମହିଳା ମାଓବାଦୀ ସୋଡି ମଞ୍ଜୁଲା ଓରଫ ମଡକମ ମଞ୍ଜୁଲା ଆତ୍ମସମର୍ପଣ…

ରଥଯାତ୍ରା ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍: ବାଦାମପାହାଡ଼ଠୁ ପଡ଼ୋଶୀ ରାଜ୍ୟରୁ ପୁରୀକୁ ଟ୍ରେନ୍ ସଂଯୋଗ

ଭୁବନେଶ୍ୱର: ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସର୍ବୋଚ୍ଚ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ଘୋଷଣା କରାଯାଇଛି। ପୁରୀ ରଥଯାତ୍ରା ପାଇଁ ୩୧୫ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଯୋଜନା କରାଯାଇଛି। ପୁରୀରେ…

ଅସଦାଚରଣ ଅଭିଯୋଗ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମାମଲା ରୁଜୁ

ବ୍ରହ୍ମପୁର: ଗଞ୍ଜାମରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପୋଲସରାର ପୂର୍ବତନ ବିଧାୟକ ଶ୍ରୀକାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସଂଯୁକ୍ତା…

ପୁଣି ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ଖରାପ ହୋଇଛି। ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ବିନୀତ ସୁରିଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା…

ରିୟଲ ଲାଇଫ ଉପରେ ଭାରି ପଡୁଛି ରିଲ୍ ଲାଇଫ

ନୂଆଦିଲ୍ଲୀ: ଭାରତରେ ଟିକଟକ୍ ବ୍ୟାନ ହୋଇଛି ସତ, କିନ୍ତୁ ରିଲ୍ସ ଓ ମିମ୍ସ ପ୍ରସ୍ତୁତି ନିରନ୍ତର ବଢି ଚାଲିଛି । ରିଲ୍ସଟିଏ ନ କଲେ ଅନେକଙ୍କର ଯେମିତି ଦିନ ଭଲ ଯାଉନି । ରିଲ୍ସ ପ୍ରତି ଏଭଳି ଆସକ୍ତି ଅନେକ ସମୟରେ ଜୀବନ ନେଉଛି । ବିବିଧ ବିଷୟ ସଂପର୍କିତ ଅସଂଖ୍ୟ ରିଲ୍ସ ଆଜିକାଲି ସୋସିଆଲ…

ପ୍ୟାରିସ ଅଲିମ୍ପିକ୍ସ: ମେସିଙ୍କ ବିନା ଆର୍ଜେଂଟିନା ଫୁଟବଲ ଦଳ ଘୋଷିତ

ପ୍ୟାରିସ: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆର୍ଜେଂଟିନା ତାର ଫୁଟବଲ ଦଳ ଘୋଷଣା କରିଛି । ଏଥିରେ ଦଳର ମହାନ ଖେଳାଳି ଲିଓନେଲ ମେସୀଙ୍କ ସାମିଲ କରାଯାଇ ନାହିଁ । କୋଚ ଜାଭିୟର ମାଶେରାନୋ ଦଳ ଘୋଷଣା କରିଥିଲେ । ଘୋଷିତ ଦଳରେ ବିଶ୍ୱକପ ବିଜେତା ଟିମର ୪ ସଦସ୍ୟଙ୍କୁ ସ୍ଥାନ ମିଳିଛି ।…