ବଦଲାପୁର ଲଜ୍ଜା
ଥାନେ: କୋଲକାତା ହସପିଟାଲ ହରର୍ ସାରାଦେଶରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଏବେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ଯୈାନ ନିର୍ଯାତନା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଥାନେ ଜିଲ୍ଲା ବଦଲାପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଦୁଇ କିଣ୍ଡରଗାର୍ଟେନ ଛାତ୍ରୀଙ୍କୁ ସ୍କୁଲ୍…