Latest Odisha News

BREAKING NEWS

‘ଜୟ ପାଲେଷ୍ଟାଇନ’ ନାରା ଦେଇ ଫସିଲେ ଓୱେସି, ଦାଏର ହେଲା ମାମଲା

ନୂଆଦିଲ୍ଲୀ: ମଙ୍ଗଳବାର ସଂସଦରେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱେସି ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟରେ ଶପଥ ନେବା ବେଳେ ସେ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ଏବେ ପୁରା ଏସିଆରେ ନେଇ ବିବାଦ ଦେଖାଯାଇଛି । ସେ ଦେଇଥିବା ବିବାଦୀୟ ନାରା ପାଇଁ ଏବେ ସାରା…

ଭୁଲିଗଲା ରକ୍ତ ସମ୍ପର୍କ; ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପୁଅ

ବଲାଙ୍ଗୀର: ଜମିବାଡ଼ି ବିବାଦ ସାଜିଲା କାଳ ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜନ୍ମ କଲା ପୁଅ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦୋର୍ଲୋ ଗାଁରେ । ମୃତ ବ୍ୟକ୍ତିଙ୍କ ପରିଚୟ ଗୋପୀନାଥ ଭରାସାଗର ବୋଲି ଜଣା ପଡିଛି । ଅମାନୁଷିକ କାଣ୍ଡ…

କୋଲନ କର୍କଟ ବୃଦ୍ଧିର କାରଣ, ଲକ୍ଷଣ ଓ ନିରାକରଣ

ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, କୋଲନ କର୍କଟ ହେଉଛି ବିଶ୍ୱରେ ତୃତୀୟ ସାଧାରଣ କର୍କଟ। ଗ୍ଲୋବାଲ୍ କ୍ୟାନସର ଅବଜରଭେଟରୀ ୨୦୨୦ କରିଥିବା ଅନୁଧ୍ୟାନ ଅନୁସାରେ, ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ପ୍ରକାର ସାଧାରଣ କର୍କଟ ହେଉଛି କୋଲନ କ୍ୟାନସର। ଆମ…

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା

ନୂଆଦିଲ୍ଲୀ: ପୁଣି ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ପରାଜିତ କରି ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ସେ ଲଗାତାର ଦ୍ବିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି । ଏନେଇ କାମଚଳା…

ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ, ଜେଲ୍ ରେ ହିଁ ରହିବେ କେଜ୍ରିୱାଲ

ନୂଆଦିଲ୍ଲୀ: ବର୍ତ୍ତମାନ ଜେଲ୍ ରେ ହିଁ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଟ୍ରାଏଲ କୋର୍ଟରୁ ଜାମିନ ପାଇବା ପରେ କେଜ୍ରିୱାଲ ଜେଲରୁ ବାହାରକୁ ଆସିବେ ବୋଲି ଆଶା କରାଯାଉଥିଲା କିନ୍ତୁ ଇଡି ତୁରନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇ କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନକୁ…

ବିଶ୍ୱକପ୍ ସେମିଫାଇନାଲ : ପ୍ରଥମ ଥର ଫାଇନାଲ ଖେଳିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ

ନୂଆଦିଲ୍ଲୀ: ବିଜନେସ୍ ଏଣ୍ଡରେ ପହଂଚିଛି ଟି-୨୦ ବିଶ୍ୱକପ୍ । ଏବେ ସେମିଫାଇନାଲ ଉପରେ କ୍ରିକେଟପ୍ରେମୀଙ୍କ ନଜର । ସୁପର ଏଇଟ ପର୍ଯ୍ୟାୟ ପରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୧୨ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍…

ମଣିପାଲ ହସ୍ପିଟାଲରେ ସାତ ଦିନ ଶିଶୁର ବିରଳ ହୃଦ୍ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର: ମଣିପାଲ୍ ହସ୍ପିଟାଲ୍‌ରେ ସାତ ଦିନର ଶିଶୁର ଏକ ବିରଳ ଓ ଜଟିଳ ହୃଦରୋଗ ଜନିତ ଚିକିତ୍ସା ସଫଳତାର ସହ ସମ୍ପନ୍ନ ହୋଇଛି । ମଣିପାଲ୍ ହସ୍ପିଟାଲରେ ବିରଳ ହାଇପୋପ୍ଲାଷ୍ଟିକ୍ ରାଇଟ୍ ହାର୍ଟ ସିଣ୍ଡ୍ରୋମ (HRHS)ର ପୀଡ଼ିତ ସାତ ଦିନର ଶିଶୁର ସଫଳତାର ସହିତ ଚିକିତ୍ସା କରିଛି। ଯାହା ଏକ…

ଆଜି ଦିଲ୍ଲୀ ଯିବେ ମୋହନ ମାଝୀ, ବିଜେପି ସରକାର ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ସରକାର ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ୨ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମୁଖ୍ୟମନ୍ତ୍ରୀ…

ରଥଯାତ୍ରାକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜୁଲାଇ ୬ରୁ ୯ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ବ୍ୟତିତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ…

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ବିଜେପି ଏବଂ କଂଗ୍ରେସ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି

ନୂଆଦିଲ୍ଲୀ: ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଜି ଲୋକସଭାରେ ଉପସ୍ଥିତ ରହିବା ପାଇଁ ନିଜ ନିଜ ସାଂସଦଙ୍କୁ ହ୍ବିପ୍ ଜାରି କରିଛନ୍ତି ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ଦେଶ ଦେଖିବାକୁ ଯାଉଛି ବାଚସ୍ପତି…