ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ, ଏବେ କେବଳ ରାତିରେ କଟକଣା
ବାଲେଶ୍ଵର: ବାଲେଶ୍ୱର ସହରରେ ଆହୁରି କୋହଳ ହେଲା କର୍ଫ୍ୟୁ କଟକଣା । ଟାଉନ୍ ଥାନା ଓ ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ କଲା ପ୍ରଶାସନ । ସାରା ଦିନ କର୍ଫ୍ୟୁ କୋହଳ ହେବା ସହ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ କେବଳ କଟକଣା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର…