ବେଆଇନ ଗଞ୍ଜେଇ ଚାଲାଣ ବେଳେ ଦୁଇ ଗିରଫ, ୧୪ କେଜି ଗଞ୍ଜେଇ ଜବତ
ବରଗଡ: ବେଆଇନ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ବରଗଡ଼ ଟାଉନ ଥାନା ପୋଲିସ । ଗିରଫ ଯୁବକ ମାନେ ହେଲେ ଝାରଖଣ୍ଡ ଅଞ୍ଚଳର ପ୍ରଦୀପ ମୁଣ୍ଡା ଏବଂ ଧର୍ମୁ ମୁଣ୍ଡା ।
ଖବର ମୁତାବକ, ଆଜି ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବରପାଇ ବରଗଡ଼ ଟାଉନ ଥାନା…