Latest Odisha News

BREAKING NEWS

ଅସୁସ୍ଥ ମାଆଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ: ଉତରପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଋଷିକେଶର ଏମ୍ସକୁ ଯାଇ ଅସୁସ୍ଥ ମାଆଙ୍କୁ ଭେଟିଛନ୍ତି । କିଛି ଦିନ ହେବ ତାଙ୍କ ମାଆଙ୍କ ଦେହ ଭଲ ରହୁ ନାହିଁ । ଏମ୍ସରେ ତାଙ୍କ ଚିକିତ୍ସା ଚାଲିଛି । ଚିକିତ୍ସକଙ୍କ ପରାମର୍ଶକ୍ରମେ ସେ ନିୟମିତ ବ୍ୟବଧାନରେ ଆସି ରୁଟିନ ଚେକଅପ କରାଇଥାନ୍ତି…

ଫାଦର୍ସ ଡେରେ ବି ପୁଅ ସହ କଥା ହୋଇ ପାରିଲେ ନାହିଁ କ୍ରିକେଟର ଶିଖର ଧାୱନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ପାଇଁ ଫାଦର୍ସ ଡେରେ ସମ୍ପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସମସ୍ତ ଉଦ୍ୟମ ସତ୍ୱେ ସେ ତାଙ୍କ ପୁଅ ସହ କଥା ହୋଇପାରି ନ ଥିଲେ । ଶିଖର ଓ ଆୟଶା ମୂର୍ଖାଜୀଙ୍କ ବିବାହ ବିଚ୍ଛେଦ ଘଟି ସାରିଛି । ସେବେଠାରୁ ଆୟଶା ପିଲାମାନଙ୍କ ସହ…

ବଡ଼ଦେଉଳରେ ନିୟନ୍ତ୍ରଣ ବାହାରେ ଭକ୍ତଙ୍କ ଭିଡ

ପୁରୀ: ଭକ୍ତଙ୍କ ପାଇଁ ଖୋଲିଛି ବଡ଼ଦେଉଳର ଚାରି ଦ୍ୱାର | ମହାପ୍ରଭୁଙ୍କ ଦର୍ଶନରେ ଯେପରି କିଛି ଅସୁବିଧା ନହେଉ ତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେଇଛନ୍ତି ନୂଆ ସରକାର | ଚାରି ଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ | ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ…

ଖୁବଶୀଘ୍ର “ଓ୍ବାନ ନେଶନ ୱାନ ଇଲେକସନ”

ନୂଆଦିଲ୍ଲୀ: ଆସିପାରେ 'ଓ୍ବାନ ନେଶନ ୱାନ ଇଲେକସନ' | କେନ୍ଦ୍ର କ୍ୟାବିନେଟ୍‌ ପୂର୍ବରୁ ଆସିପାରେ ଓ୍ବାନ ନେଶନ ୱାନ ଇଲେକସନ ରିପୋର୍ଟ। ଦେଶରେ ତୃତୀୟ ଥର ପାଇଁ ପୁଣି ଠାରେ ବିଜେପି ସରକାର ଗଠନ କରିଛି | ହେଲେ ଏଥର ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନି | ବିଜେପି ନେତୃତ୍ୱ…

ରୋହିତଙ୍କ ସହ ବିବାଦ ଗୁଜବର ଅନ୍ତ ଘଟାଇଲେ ଶୁଭମନ ଗିଲ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପ ଅବସରରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ମଧ୍ୟରେ ଅଶାନ୍ତି ଉପୁଜିଥିବା ଖବର ପ୍ରକାଶ ପାଇଥିଲା । ଶୁଭମନ ଓ ଆଭେଶ ଖାଁ ସୁପର ଏଇଟ ପୂର୍ବରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ଖବର ପ୍ରକାଶ ପାଇବା ପରେ ଉପରୋକ୍ତ ଗୁଜବ ଚର୍ଚ୍ଚାର କାରଣ…

ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସଜିଦ, ଲେଖା ହେଲା ‘ତିନି-ଗମ୍ବୁଜ ଆକାର’

ନୂଆଦିଲ୍ଲୀ: ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସଜିଦ ପ୍ରସଙ୍ଗ | ଲେଖା ହେଲା ‘ତିନି-ଗମ୍ବୁଜ ଆକାର’ | ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ହୋଇଥିବା ବହି ବଜାରକୁ ଆସିଛି। ଯେଉଁଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସବୁଠୁ ବଡ ପରିବର୍ତନ…

ବିଜୁଳି ଘଡ଼ଘଡ଼ି ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆହୁରି ୨ଦିନ ଯାଏଁ ରାଜ୍ୟରେ ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । କୋରାପୁଟ ଓ ମାଲାକାନଗିରିରେ ସକ୍ରିୟ ରହିଛି ମୌସୁମୀ । ଆସନ୍ତା ୪ ଦିନ ଭିତରେ ଏହା ରାଜ୍ୟର ଅନ୍ୟ ଜିଲ୍ଲାକୁ ଛୁଇଁପାରେ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ…

ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ନିଖୋଜ, ୧୧ ଉଦ୍ଧାର

ବିହାର: ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ନିଖୋଜ। ବୁଡ ଦେବାକୁ ଏ କୂଳରୁ ସେ କୂଳ ଯିବା ବେଳେ ଡଙ୍ଗା ବୁଡି ଅଘଟଣ ଘଟିଛି । ୧୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୀ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି । ଫଳରେ ୬ ଜଣ ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କଲା ଏସଡିଆରଏଫ୍…

ଶ୍ରୀମନ୍ଦିରରେ ଅତ୍ୟନ୍ତ ଭିଡକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପୃଥ୍ବୀରାଜ, କହିଲେ ‘ଛୁଟି ଦିନ ପାଇଁ ଏତେ…

ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ୱାର | ମହାପ୍ରଭୁଙ୍କ ଦର୍ଶନରେ ଯେପରି କିଛି ଅସୁବିଧା ନହେଉ ସେଥିପାଇଁ ଭକ୍ତଙ୍କ ସୁରକ୍ଷାକୁ ନଜରରେ ରଖି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେଇଛନ୍ତି ନୂଆ ସରକାର | ଚାରି ଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ |…

ଦନ୍ତା ଆକ୍ରମଣରେ ମହିଳା ଗୁରୁତର, ଏସସିବିରେ ଭର୍ତ୍ତି

ଢେଙ୍କାନାଳ: ଥମୁନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମୁକ୍ତାପଶି ଗାଁ ଅଙ୍ଗାରପାଟିଆ ନିକଟରେ ଦନ୍ତା ହାତୀ ଆକ୍ରମଣ କରିଛି। ଏହି ଆକ୍ରମଣରେ ଜଣେ ମହିଳା ଗୁରୁତର…