ପଦ୍ମପୁର ବିଧାନସଭାରେ ବିଜେଡି ବିଜୟୀ
ପଦ୍ମପୁର: ପଦ୍ମପୁରରେ ଜିତିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ୧୦୯୯୩ ଭୋଟରେ ବିରୋଧି ଦଳର ପ୍ରାର୍ଥୀଙ୍କୁ ହରାଇଛନ୍ତି ବର୍ଷା । ମୋଟ ୯୧୯୯୫ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ବର୍ଷା ।
ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ରାଜନୀତିକୁ ଓହ୍ଲାଇଥିଲେ ବର୍ଷା ।…