Latest Odisha News

ବିଜେପିକୁ ବିଜେଡିର ଆକ୍ଷେପ, ଓଡ଼ିଶାରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ?

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ବିଜୁ ଜନତା ଦଳ ବାରମ୍ବାର ପ୍ରଶ୍ନ କରୁଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ଆଜି ସକାଳୁ ସକାଳୁ ବିଜେଡିର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ…

ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ବିଜେପି ଭଳି କଂଗ୍ରେସ ମଧ୍ୟ ଓଡିଶା ଉପରେ ଜୋର୍ ଦେଉଛି। ବିଜେଡି ବିରୋଧରେ ଗୋଟିଏ ଜନ ବିରୋଧୀ ନାରା ତେଜିଛି ବୋଲି କଂଗ୍ରେସ ବାରମ୍ବାର କହି ଆସୁଛି। ଆଉ ଏହି ଧାରାରେ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର ପାଇଁ ଆସିବେ ବୋଲି ଦଳ…

ମାଙ୍କଡ ହାତରେ ଶାଳଗ୍ରାମ କହି ରାଜ୍ୟ ସରକାରଙ୍କୁ ତାଚ୍ଛଲ୍ୟ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ମାଙ୍କଡ ହାତରେ ଶାଳଗ୍ରାମର ଉଦାହରଣ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପାଇଁ ପ୍ରେସମିଟ କରିଛି ବିଜେପି । ଯେଉଁଥିରେ…

ମୃତ ଝିଅର ବିବାହ ପାଇଁ ବିଜ୍ଞାପନ ଦେଲେ ପରିବାର

ମାଙ୍ଗାଲୁର: ପୁଅ, ଝିଅଙ୍କ ବିବାହ ପାଇଁ ବାପା, ମାଆ ସର୍ବଦା ଚିନ୍ତିତ ରହିଥାନ୍ତି । ଭଲ ପ୍ରାର୍ଥୀ ପାଇବା ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି । ତେବେ କର୍ଣ୍ଣାଟକର ଏକ ଖବର କାଗଜରେ ଏ ଭଳି ଗୋଟିଏ ବିଜ୍ଞାପନ ବାହାରିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ବିଜ୍ଞାପନରେ ୩୦ ବର୍ଷ…

ବିଜେଡି ୧୦୦ ୟୁନିଟ୍‌ ମାଗଣା ଦେବ, ବିଜେପି ପୂରା ଛାଡ଼ କରିବ: ଅପରାଜିତା ଷଡ଼ଙ୍ଗୀ 

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ସମୟରେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି ଏକ ପ୍ରେସମିଟ କରି ଶାସକ ଦଳ ବିଜୁ ଜନତା ଦଳ ଉପରେ ବର୍ଷିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଆଉ…

ଇଭିଏମରେ ତ୍ରୁଟି ପାଇଁ ନିଲମ୍ବିତ ଦୁଇ ପୋଲିଂ ଅଫିସର

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ଯାୟ ମତଦାନ ବେଳେ ଇଭିଏମରେ ତ୍ରୁଟି ଆସିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଦୁଇ ପୋଲିଂ ଅଫିସର। ଭୋଟିଂ ପ୍ରକ୍ରିୟାରେ ବିଳମ୍ବ ହେବାରୁ ଦୁଇ ପୋଲିଂ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ କମିଶନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ…

ଗାଁକୁ ନାହିଁ ରାସ୍ତା ପ୍ରତିବାଦ ସ୍ବରୂପ ଭୋଟ ବର୍ଜନ କଲେ ଗ୍ରାମବାସୀ

କୋରାପୁଟ: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଗୋଟେ ପଟେ ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ ହୋଇଥିବା ବେଳେ ଅନ୍ୟପଟେ ମୌଳିକ ସୁବିଧା ସମାଧାନ କରିବା ପ୍ରତିବାଦରେ ଗ୍ରାମବାସୀ ବୁଥ୍‌ ଆଗରେ ଧାରଣା ଦେଇଛନ୍ତି। ଗାଁକୁ ଭଲ ରାସ୍ତା ନଥିବା କାରଣରୁ ଭୋଟ ବର୍ଜନ କରିଛନ୍ତି…

ଶେଷ ହୋଇଗଲା କି ଏମଏସ ଧୋନୀଙ୍କ ଆଇପିଏଲ କ୍ୟାରିୟର?

ଚେନ୍ନାଇ: ଚଳତି ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ତେବେ ଏହି ମ୍ୟାଚ ପୂର୍ବରୁ ଏମଏସ ଧୋନୀଙ୍କ ଅବସର ଚର୍ଚ୍ଚା ବେଶ ଜୋର ଧରିଥିଲା । ଷ୍ଟାଡିୟମର ପରିବେଶ ଓ ପରିସ୍ଥିତି ଏହା ସୂଚାଉଥିଲା । ଚେନ୍ନାଇ ଚଳିତ…

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ, ପାସ୍ କରିଛନ୍ତି ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ results.cbse.nic.in, cbse.gov.in କିମ୍ବା cbseresults.nic.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଦେଖିପାରିବେ । ଏଥର ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଏହା ମଧ୍ୟରୁ ଝିଅଙ୍କ ପାସ୍ ହାର…

ନବୀନ ବାବୁ ଯାହା କହୁଛନ୍ତି ସବୁ ଡିପ୍ ଫେକ: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ‘ନବୀନ ବାବୁ ଯାହା କହୁଛନ୍ତି ତାହା ସବୁ ଡିପ୍ ଫେକ୍, ତାଙ୍କୁ ଏକପ୍ରକାର ବନ୍ଦୀ କରିରଖାଯାଇଛି । ନବୀନ ବାବୁଙ୍କୁ ବନ୍ଦୀରୁ ଉଦ୍ଧାର କରାଯାଉ ।’ କିଛି ଏମିତି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  । ମୁଖ୍ୟମନ୍ତ୍ରୀଙ୍କ…