ଏନଡିଏ ବଜେଟ, ମୋଦିଙ୍କ ଚ୍ୟାଲେଞ୍ଜ
ଜୁଲାଇ ୨୩ରେ ସାଧାରଣ ବଜେଟ । ବଜେଟ ଏଥର ଟିକେ ଭିନ୍ନ । ଭିନ୍ନ ଏଥିପାଇଁ ଯେ, ଏଥର ବିଜେପିର ନୁହେଁ, ଏନଡିଏର ବଜେଟ ଆସିବ । କାରଣ ଆଉ କାହାକୁ ଅଜଣା ନାହିଁ ।
କିପରି ରହିବ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ? ବେତନଭୋଗୀ ଓ ମଧ୍ୟବିତ୍ତ ଶ୍ରେଣୀ ଏଥର କଣ ପାଇବେ ?…