Latest Odisha News

BREAKING NEWS

Bihar Election: ମହାଗଠବନ୍ଧନରେ ଛିଡିଲା ସିଟ୍ ବାଣ୍ଟ!, କମ୍ ସିଟରେ ଲଢିବାକୁ ରାଜି କଂଗ୍ରେସ…ଉପମୁଖ୍ୟମନ୍ତ୍ରୀ…

ପାଟନା: ବାଜି ସାରିଛି ବିହାର ନିର୍ବାଚନ ବିଗୁଲ୍ । ଆସନ୍ତା ନଭେମ୍ବର ୬ ଏବଂ ୧୧ରେ ଭାଗ୍ୟ ପରୀକ୍ଷା କରିବେ ବିଭିନ୍ନ ଦଳ ।  ରାଜନୀତି ମଇଦାନରେ ଏବେ ଉତ୍ତେଜନା ରହିଥିବା ବେଳେ ଇଣ୍ଡି ମେଣ୍ଟ ହେଉକି ଏନଡିଏ, ସିଟ୍ ନେଇ ଭାଗ ବଣ୍ଟା ସରିନି । ହେଲେ ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ ବିହାରରେ…

ଏୟାର ଇଣ୍ଡିଆର ବିମାନରେ ପକ୍ଷୀ ମାଡ଼; ଉଡାଣ ବାତିଲ

ନୂଆଦିଲ୍ଲୀ: କଲମ୍ବୋରୁ ଚେନ୍ନାଇ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନରେ ବାର୍ଡ ହିଟର ଏକ ଘଟଣା ମଙ୍ଗଳବାର ଦିନ ଘଟିଛି। ଯାହା ଫଳରେ ବିମାନ କମ୍ପାନୀକୁ ଏହାର ପ୍ରତ୍ୟାବର୍ତ୍ତନ ବାତିଲ କରିବାକୁ ପଡ଼ିଥିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଘଟଣା ସମୟରେ ବିମାନରେ ୧୫୮ ଜଣ ଯାତ୍ରୀ…

Crocodile Dragging Woman: କୁମ୍ଭୀର ପାଟିରେ ମହିଳା, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯାଜପୁର: ନଦୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ଚାହୁଁ ଚାହୁଁ ଟାଣିନେଲା କୁମ୍ଭୀର। ନଦୀକୂଳରେ ରଖାଯାଇଛି ମହିଳାଙ୍କ ଜିନିଷ। ଆଉ ନଦୀ ଗର୍ଭରେ କୁମ୍ଭୀର ପାଟିରେ ମହିଳା। କୁମ୍ଭୀର ଅତି ନୃଂଶସଭାବେ ମହିଳାଙ୍କୁ ପାଟିରେ ଧରି ଖାଉଛି, ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୁମ୍ଭୀର…

ଆମ ବସରେ ପଶି ଯାତ୍ରୀଙ୍କୁ ଆକ୍ରମଣ; ୪ ଗୁରୁତର

ପୁରୀ: ହରଶପଡ଼ାରୁ ପୁରୀ ଜିଲ୍ଲାର ସୁକଳ ଯାଉଥିବା ଏକ ଆମ ବସରେ ମଙ୍ଗଳବାର ଦିନ ଯାତ୍ରୀମାନଙ୍କୁ ଜଣେ ଯୁବକ ଅତର୍କିତ ଆକ୍ରମଣ କରିବା ଫଳରେ ଚାରି ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ପ୍ରାୟ ୧୧ଟା ସମୟରେ ବିଧାନ ଛକ ନିକଟରେ ଏକ…

Rakesh Kishore Attacking CJI: ସୁପ୍ରିମକୋର୍ଟ CJIଙ୍କ ଉପରକୁ ଜୋତା ଫିଙ୍ଗିଲେ…କିଏ ଏହି ରାକେଶ କିଶୋର?, କାହିଁକି…

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟରେ ଏକ ନିୟମିତ ଶୁଣାଣି ଭୟଙ୍କର ମୋଡ଼ ନେଇଥିଲା, ଯେତେବେଳେ ଜଣେ ବ୍ୟକ୍ତି ଭାରତର ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ମୁଖ୍ୟ ବିଚାରପତିଙ୍କୁ କୌଣସି ଶାରୀରିକ ଆଘାତ ଲାଗିନଥିଲା କାରଣ ଜୋତା କେବଳ ତାଙ୍କ ପାଦକୁ ଛୁଇଁଥିଲା।…

Indians Killed In US: ଭାରତୀୟଙ୍କ ପାଇଁ ଅସୁରକ୍ଷିତ ଆମେରିକା!, ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ…

ନୂଆଦିଲ୍ଲୀ: ଆମେରିକାରେ ଗଡୁଛି ଭାରତୀୟଙ୍କ ମୁଣ୍ଡ...ଭାରତୀୟଙ୍କ ପାଇଁ ଅସୁରକ୍ଷିତ ହେବାରେ ଲାଗିଛି ଆମେରିକା...କାହାର ମୁଣ୍ଡ କାଟି, କାହାକୁ ଗୁଳି କରି ହତ୍ୟା…ଅକ୍ଟୋବରରେ ଗଲାଣି ୪ ଜୀବନ... ହଜାର ମାଇଲ ଦୂର ଆମେରିକାରେ ଭାରତୀୟ ଏବଂ ଭାରତୀୟ ବଂଶୋଦ୍ଭବଙ୍କ ହତ୍ୟା ଏବେ ଚିନ୍ତା…

ପାକିସ୍ତାନରେ ପୁଣି ବିସ୍ଫୋରଣରେ ଉଡ଼ିଲା ଟ୍ରେନ୍

କ୍ୱେଟା: ପାକିସ୍ତାନର କ୍ୱେଟା ଅଭିମୁଖେ ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ସୁଲତାନ କୋଟ ନିକଟରେ ଥିବା ଟ୍ରାକରେ ଆଇଇଡିରେ ବିସ୍ଫୋରଣ କରାଯାଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା। ଯାହା ଫଳରେ ଅନେକ ଯାତ୍ରୀ ଆହତ ହେବା ସହ ଅନେକ…

କଟକରେ କର୍ଫ୍ୟୁ କୋହଳ, ସ୍ଵାଭାବିକ ହେଉଛି ସ୍ଥିତି

କଟକ: କଟକରେ ୩୬ ଘଣ୍ଟିଆ କର୍ଫ୍ୟୁ ମଙ୍ଗଳବାର ସକାଳ ୧୦ଟାରେ ଶେଷ ହେବା ପରେ ସ୍ଵାଭାବିକ ହେଉଛି ଜନଜୀବନ। ରବିବାର ସହରରେ ହିଂସା ପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ଅପବ୍ୟବହାର ଯୋଗୁଁ ତଥା ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରିତ ହେଉଥିବା…

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା; ଖୁବଶୀଘ୍ର ଦୋଷୀଙ୍କୁ ଧରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର…

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗସ୍ତ, ୨୦ ଆହତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ରାଧାବଲ୍ଲଭପୁର ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ବସ୍ ଓଲଟି ପଡ଼ିଛି। ପଶ୍ଚିମବଙ୍ଗରୁ ପ୍ରାୟ ୬୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁରୀ ଶ୍ରୀ ଜଗନ୍ନାଥ…