Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମାଓ ଡମ୍ପ୍‌ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କନ୍ଧମାଳ: ଗତ ମାର୍ଚ୍ଚ ୩୧ ତାରିଖରୁ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ତେବେ ଜିଲ୍ଲାରେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳୁଥିବା ସୂଚନା…

ଗିଲ, ଈଶାନଙ୍କ ଶତକ: ଆଫଗାନିସ୍ତାନକୁ ହରାଇ ସିରିଜ ହାତେଇଲା ଭାରତ

ଲକ୍ଷ୍ନୌ: ଅଧିନାୟକ ଶୁଭମନ ଗିଲ ଓ ଈଶାନ କିଶାନଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଆଫଗାନିସ୍ତାନକୁ ୧୭୦ ରନରେ ହରାଇଛି । ୨-୦ରେ ଅଗ୍ରଣୀ ରହି ଟିମ ଇଣ୍ଡିଆ ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରୋ ଆଗୁଆ ସିରିଜ ଜିତିନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି…

ଓଡ଼ିଶାରେ ଲାଗୁ ହେଲା ଭିବି-ଜି-ରାମଜି, ଗ୍ରାମାଞ୍ଚଳରେ ୧୨୦ ଦିନର ରୋଜଗାର ଗ୍ୟାରେଣ୍ଟି

ଭୁବନେଶ୍ବର: VB-G RAM G ଗ୍ରାମୀଣ ଯୋଜନାକୁ ସରକାରୀ ମୋହର। ଓଡିଶାରେ ଲାଗୁ ହେଲା ଭିବି-ଜି-ରାମଜି ଗ୍ରାମୀଣ ଯୋଜନା। ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ‘ବିକଶିତ ଭାରତ-ଗ୍ରାମୀଣ ରୋଜଗାର ଓ…

ଅକ୍ଷିତାରାଜଙ୍କୁ ଏହି ଦିନ ବିବାହ କରିବେ ଆକାଶଦୀପ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପେସ ବୋଲର ଆକାଶଦୀପ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେ ଡେହରୀ ନିବାସୀ ଅକ୍ଷିତା ରାଜଙ୍କୁ ବିବାହ କରିବେ । ୨୧ ଜୁନରେ ତିଳକ, ୨୨ରେ ମେହେନ୍ଦୀ ଓ ୨୩ରେ ପାରମ୍ପାରିକ ରୀତି ନୀତିରେ ହଲଦୀ ସମାରୋହ ସମ୍ପନ୍ନ କରାଯିବ । ୨୪ରେ…

ଜି-୭ ସମ୍ମିଳନୀ: ଟ୍ରମ୍ପଙ୍କ ସାମ୍ନାରେ ଭାରତୀୟ ନାବିକଙ୍କ ସୁରକ୍ଷା ଚିନ୍ତା ବ୍ୟକ୍ତ କଲେ ମୋଦି; ଇରାନ ଶାନ୍ତି…

ଏଭିଆନ୍ (ଫ୍ରାନ୍ସ): ଏଭିଆନ୍‌ଠାରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୬ ମାସର ବ୍ୟବଧାନ ପରେ…

ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗ: ସମୟ ଅଭାବରୁ ତ୍ରୁଟି ହୋଇଥିବା ସ୍ୱୀକାର କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟା ଯାଇଥିବା ପାଠ୍ୟପୁସ୍ତକରେ ବ୍ୟାପକ ପ୍ରିଣ୍ଟିଂ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଆଜି ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା ପରେ…

ମୋଦିଙ୍କୁ ଟ୍ରମ୍ପଙ୍କ ଜବରଦସ୍ତ ପ୍ରଶଂସା: ‘ସେ ବେଶ୍ ଶାନ୍ତ, ଧୀରସ୍ଥିର କିନ୍ତୁ ନିଷ୍ପତ୍ତି ନେବାରେ ସିଦ୍ଧହସ୍ତ…

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିଜର ଦେଶ ତଥା ରଙ୍ଗୀନ ଅନ୍ଦାଜରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥା ହେବା ସମୟରେ…

ୟୁନିଟ୍-୧ ହାଟରେ ଅଗ୍ନିକାଣ୍ଡ ରୋକିବାକୁ ମେଗା ପ୍ଲାନ;ନିର୍ମାଣ ହେବ ୱାଟର ସ୍ପ୍ରିଙ୍କଲର ସିଷ୍ଟମ

ଭୁବନେଶ୍ୱର: ୟୁନିଟ୍-୧ ହାଟରେ ଶେଷ ୫ ମାସ ଭିତରେ ଦୁଇଥର ଅଗ୍ନିକାଣ୍ଡ ଘଟିଲାଣି । ଏଥିରେ ପ୍ରାୟ ୮୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଛି । ହାଟ ଭିତରେ ଏଭଳି ଅଗ୍ନିକାଣ୍ଡ ରୋକିବାକୁ ବିଏମ୍ସି ପକ୍ଷରୁ ମେଗା ପ୍ଲାନ ପ୍ରସ୍ତୁତ କରାଯାଇଛି । ହାଟରେ ନିର୍ମାଣ ହେବାକୁ ଯାଉଛି ୱାଟର ସ୍ପ୍ରିଙ୍କଲର…

ପ୍ରବଳ ଖରା ଯୋଗୁଁ ସକାଳୁଆ ସ୍କୁଲ, ବିଭିନ୍ନ ଜିଲ୍ଲାରେ ନିଆଯାଇଛି ଭିନ୍ନ ନିଷ୍ପତ୍ତି

ନୂଆପଡା/ ଅନୁଗୁଳ: ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ନୂଆପଡ଼ାରେ ଜିଲ୍ଲାରେ ୧୮ରୁ ୨୦ ସକାଳୁଆ ସ୍କୁଲ୍‌ ନେଇ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଜୁନ ୧୮ରୁ ୨୦ ପର୍ଯ୍ୟନ୍ତ…

ଫୁଟବଲପ୍ରେମୀଙ୍କୁ ପସନ୍ଦ ଆସୁନି ହାଇଡ୍ରେଶନ ବ୍ରେକ୍ସ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ ନୂଆ ରୋମାଂଚ ଭରିବା ଆରମ୍ଭ କରିଛି । ତେବେ ଏଥର ନୂତନ ଭାବେ ଲାଗୁ କରାଯାଇଥିବା ହାଇଡ୍ରେଶନ ବ୍ରେକ୍ସ ପ୍ରଶଂସକ ଏବଂ ସମୀକ୍ଷକଙ୍କୁ ପସନ୍ଦ ଆସୁ ନାହିଁ । ଏହା ଫୁଟବଲର ରୋମାଂଚକୁ ଧୀମା କରୁଥିବା ଅଭିଯୋଗ ଆସୁଛି । ଜର୍ମାନୀ ଓ କୁରାସିଓ ମଧ୍ୟରେ ଖେଳା ଯାଇଥିବା…