ଅଷ୍ଟ୍ରେଲିଆରେ ବ୍ୟାନ ହେବ କି ଏଭରେଷ୍ଟ ମସଲା ?
ନୂଆଦିଲ୍ଲୀ: ଦେଶର ଘରେ ଘରେ ପରିଚିତ ମସଲା ଏମଡିଏଚ ଏବଂ ଏଭରେଷ୍ଟ ମସଲା ଏବେ ନିଜର ସୁଗନ୍ଧ ହରାଇବସିଛି । ପ୍ରଥମେ ହଂକଂ ଓ ସିଙ୍ଗାପୁର ରେ ବିବାଦରେ ଆସିଲା ପରେ ଏବେ ଅଷ୍ଟ୍ରେଲିଆ ଯାଞ୍ଚ ଆରମ୍ଭ କରିଛି । ଏମଡିଏଚ ଏବଂ ଏଭରେଷ୍ଟ ମସଲାରେ କ୍ୟାନସର ଭଳି ଘାତକ ରୋଗର କାରକ ରହିଛି ବୋଲି…